24 କେ ମିସା ଅବ୍କା ନିଜର୍ ପାଇ କାଇଟା ନିକ ଅଇସି ବଲି ଚିନ୍ତା ନ କରି, ନିଜର୍ ବାଇମନର୍ ମଙ୍ଗଲ୍ ବିସଇ ମିସା ଚିନ୍ତା କରା ।
ତମେ ମର୍ପାରା ଚଲାଚଲ୍ତି କରା, ମୁଇ ସବୁଲକର୍ ମଙ୍ଗଲ୍ ଅ ବଲି ଚେସ୍ଟା କଲିନି । ମୁଇ ମର୍ ନିଜର୍ ମଙ୍ଗଲ୍ ଅ, ବଲି ଚିନ୍ତା କରିନାଇ, ମାତର୍ ସବୁଲକର୍ ମଙ୍ଗଲ୍ ଅ ବଲି ଚିନ୍ତା କଲିନି । ଜେନ୍ତିକି ସେମନ୍ ସବୁଲକ୍ ରକିଆ ପାଇବାଇ ।
ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ ।
ଦେକା, ଏଟା ସଙ୍ଗ୍ ତିନ୍ ତର୍ ଅଇଲାବେ ମୁଇ ତମର୍ଲଗେ ବୁଲି ଆଇବି ବଲି ଜାଗିଆଚି । ଆଗର୍ ପାରା ଏବେ ମିସା ତମର୍ଟାନେ ଅନି କାଇଟା ନ ମାଙ୍ଗି । ତମେ ଦେବାଟା ମୁଇ ମନ୍ କରିନାଇ, ତମର୍ ଆଲାଦ୍ ମନ୍ କଲିନି । ଏନ୍ତାରି ନଏଁ ଜେ ପିଲାମନ୍ ଆୟା ବାବାର୍ପାଇ ସଙ୍ଗଇବାଇ, ମାତର୍ ଆୟାବାବା ପିଲାମନର୍ ପାଇ ସଙ୍ଗଇବାର୍ ଆଚେ ।
ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍ ନିଜର୍ ନିଜର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ । ଜିସୁକିରିସ୍ଟ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କରତ୍ ନାଇ ।