20 ପୁତ୍ଲାକେ ପୁଜା କରୁମନ୍ ସେମନ୍ ଜନ୍ ଜନ୍ଟା ବଲି ଇସାବେ ସର୍ପି ଦେଲାଇନି, ସେସବୁ ପର୍ମେସର୍କେ ନ ସର୍ପାଇ କରି ଡୁମାମନ୍କେ ସରପ୍ଲାଇନି । ସେଟାର୍ପାଇ, ତମେ ଡୁମାମନର୍ ପୁଜାଟାନେ ମିସା ନାଇ ।
“ତୁଇ ଜଦି ମକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ସୁ ବଇଲେ ମୁଇ ଏ ସବୁ ତକେ ଦେଇପାକାଇବି ।”
ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ ।
ଆଗ୍ତୁ ତମେମନ୍ ପରମେସର୍କେ ଜାନି ନ ରଇଲାସ୍, ସେଟାର୍ ପାଇ ତମେ ମିଚ୍ ଦେବିଦେବ୍ତାମନର୍ ଗତି ଅଇରଇଲାସ୍ ।
ମାତର୍ ତମର୍ ଚଲାଚଲ୍ତିଟାନେ କେତଟା ବିସଇ ମର୍ ମନ୍କେ ଜାଏନାଇ । କାଇକେବଇଲେ ତମର୍ ବିତ୍ରେ କେତେକ୍ ଲକ୍ ବାଲାମର୍ ସିକିଆ ମାନ୍ଲାସ୍ନି । ଇସ୍ରାଏଲର୍ ଲକ୍ମନ୍କେ ପାପ୍ବାଟେ ଡାକିନେବାକେ, ସେ ବାଲାକ୍କେ ସିକାଇରଇଲା । ସେମନ୍କେ ମୁର୍ତିମନ୍କେ ସର୍ପି ଦେଇରଇବା କାଦି କାଇବାକେ ଆରି ବେସିଆ କାମ୍ କର୍ବାକେ ସେ ସିକାଇତେରଇଲା ।
ମାତର୍ ତମର୍ ଚଲାଚଲ୍ତିତେଇ ଗଟେକ୍ ବିସଇ ମର୍ ମନ୍କେ ଜାଏନାଇ । ସେ ଜେଜେବଲ୍ ନାଉଁର୍ ମାଇଜିକେ ତମର୍ ଦଲେ ମିସାଇଲାସ୍ । ମୁଇ ନିଜେ ପର୍ମେସରର୍ ଦୁତ୍ ବଲାଇଅଇଲାନି । ମର୍ ଗତିଦାଙ୍ଗ୍ଡାମନ୍କେ ସେ ବେସିଆ କାମ୍ କର୍ବାକେ ସିକାଇଲାନି । ମୁର୍ତିମନ୍କେ ସର୍ପିଦେଇରଇବା କାଦି ମିସା କାଇବାକେ କଇଲାନି ।
ଏ ମର୍ଡି ଅଇଲାର୍ ପାଇ ଜେତ୍କି ରଇଲା ମନସ୍ ଜାତି, ଆତେ ତିଆର୍କରି ରଇବାଟାକେ ଚାଡତ୍ନାଇ । ଗଚ୍ସଙ୍ଗ୍, ପାକ୍ନାସଙ୍ଗ୍, ପିତଲ୍ସଙ୍ଗ୍, ରୁପାସଙ୍ଗ୍ ଆରି ସୁନାସଙ୍ଗ୍ ତିଆର୍ କରିରଇବା ମୁର୍ତିମନ୍କେ ଆରି ଡୁମାମନ୍କେ ସେବା କର୍ବାଟା ସେମନ୍ ଚାଡତ୍ନାଇ ।