19 ଏଟାର୍ପାଇ ମୁଇ କଇଲିନି ଜେ, ଦେବ୍ତାମନର୍ ବଲି କଲା ପର୍ସାଦ୍ କାଇଟା ନାଇ କି ପୁତ୍ଲା ବଲି କାଇଟା ନାଇ ।
ଏବେ, ଏ ଲକ୍ ପାଉଲ୍ କାଇଟା କଲାନି, ସେଟା ତମେ ନିଜେ ଦେକିପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି । ସେ କଇଲାନି, ଲକର୍ ଆତେ ତିଆର୍ କଲା ଦେବ୍ତା ସବୁ ବିଲ୍କୁଲ୍ ଦେବ୍ତା ନଅତ୍ । ସେ ଇତି ଏପିସେ ଆରି ସବୁ ଆସିଆ ଦେସେ ବେସି ଲକ୍ମନ୍କେ ଏ ବିସଇ କଇ ଉସ୍କାଇଲାନି ।
ତେବର୍ ପାଇ, ପର୍ମେସର୍ ଏ ଜଗତର୍ କାଇ ଲଡାକେ ନ ଆସେ ବଲି କଇବା ଲକ୍ମନ୍କେ, ଆରି ସବୁବେଲେ ତଲେ ରଇ ଲକ୍ମନ୍ ଗିନ୍ କର୍ତେରଇବା ଲକ୍କେ ବାଚ୍ଲାଆଚେ ।
ସେଟାର୍ ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ପୁତ୍ଲା ପୁଜା କର୍ବା ଟାନେଅନି ଦୁରିକେ ଉଟିଜା ।
ସେନ୍ତାରି ମକେ ମାପ୍ରୁର୍ ବାକିଅ ବୁଜାଇବା ବପୁ ରଇଲେ ମିସା, କି ମୁଇ ସବୁ ବିସଇ ଜାନିରଇଲେ ମିସା, ଟିକି ନିକି ବିସଇ ବୁଜିରଇଲେ ମିସା ଆରି ମର୍ ବିସ୍ବାସ୍ ଏଡେକ୍ ଡାଟ୍ ଆଚେ ଜେ, ଡଙ୍ଗର୍ ଉଟ୍କାଇବା ପାରା ମର୍ ଡାଁଟର୍ ବିସ୍ବାସ୍ ରଇଲେ ମିସା ବାଇମନର୍ ପାଇ ଆଲାଦ୍ ନାଇ ବଇଲେ ମୁଇ ଚୁଚାଇସେ ।
ସେନ୍ତିସେ ଜେ ରପିରଇସି ଆରି ଜେ ପାନି ଦେଇସି, ତାକର୍ କାଇଟା ନାଇ, ଜେ ବଡାଇରଇସି, ସେ ପର୍ମେସର୍ ସେ ସବୁଟା ।
ତେବେ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇ ଜାନିଆଚୁ ଜେ, ଏ ଜଗତେ ଦେବି ଦେବ୍ତା ବଲି କାଇଟା ନାଇ । ଆମର୍ ପର୍ମେସର୍କେ ଚାଡିଦେଲେ ଆରି କେ ମିସା ପର୍ମେସର୍ ନାଇ ।
ନିଜେ ବଡ୍ ଅଇବାକେ ମୁଇ ବକୁଆ ଲକର୍ ପାରା ଅଇଲିନି । ମାତର୍ ମୁଇ ତମ୍କେ ଦସ୍ ଦେଲିନି । କାଇକେବଇଲେ ତମେ ଜଦି ମକେ ସନ୍ମାନ୍ ଦେଇତାସ୍, ମୁଇ ଏନ୍ତାରି ନ କର୍ତି । ମୁଇ କାଇ କାମେ ନାଇ, ବଲି କେତେଲକ୍ କଇଲେ ମିସା ତମର୍ ସେ ପେରିତ୍ମନର୍ ଟାନେ ଅନି ଉନା ନଇ ।