୧ମ କରନ୍ତିୟ 10:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 କାଇକେବଇଲେ ରୁଟି ଗଟେକ୍ ଅଇଲେ ମିସା ଆମେ ବୁତେକ୍ ଲକ୍ ଆଚୁ । ସେ ଗଟେକ୍ ରୁଟି ଆମେ ମିସିକରି କାଇବାବେଲେ ଗଟେକ୍ ଗାଗଡ୍ ଅଇଗାଲୁନି । အခန်းကိုကြည့်ပါ။ |
କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଲାଇ ଆଚତ୍ । କିରିସ୍ଟ ଜେ କି ଗାଗଡର୍ ମୁଣ୍ଡ୍ ଅଇଆଚେ । ମୁଣ୍ଡ୍ ଜେନ୍ତାର୍କି ଗାଗଡ୍କେ ବାଟ୍ ଦେକାଇସି, ସେନ୍ତାରିସେ ତାର୍ ଲକ୍ମନ୍ ଗଟେକ୍ ଅଇରଇବାକେ କିରିସ୍ଟ ବାଟ୍ ଦେକାଇସି । ଗାଗଡର୍ ସନ୍ଦି ଆରି ଚିର୍ ଗାଗଡ୍କେ ଗଟେକ୍ କରି ସଙ୍ଗଇଲାପାରା । ଆରି ପର୍ମେସର୍ ମନ୍କଲାପାରା ସେଟା ବଡ୍ସି ।