15 ମୁଇ ବୁଦି ରଇଲା ଲକ୍ମନ୍କେ କଇଲା ପାରା କଇଲିନି। ମୁଇ କାଇଟା କଇଲିନି ସେଟା ତମେ ବିଚାର୍ କରା ।
ସେଟାର୍ ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ପୁତ୍ଲା ପୁଜା କର୍ବା ଟାନେଅନି ଦୁରିକେ ଉଟିଜା ।
ଜେଡେବେଲେ ଆମେ ମାପ୍ରୁର୍ କାଦିର୍ପାଇ ରୁଣ୍ଡ୍ବୁ, ଜନ୍ ମୁତାଇଅନି ଆମେ କାଇବୁ, ସେ ମୁତାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । ସେ ମୁତାଇଅନି କାଇଲାବେଲେ ଆମେ କିରିସ୍ଟର୍ ବନିତେଇ ମିସ୍ଲୁନି । ଜନ୍ ରୁଟିଆମେ ବାଙ୍ଗାଇବୁ, ସେଟା କାଇଲାବେଲେ କିରିସ୍ଟର୍ ଗାଗ୍ଡେ ମିସ୍ଲୁନି ।
କନ୍ଟା ନିକ ବଲି ତମେ ନିଜେ ନିଜେ ବିଚାର୍ କରା । ଜଦି ଗଟେକ୍ ମାଇଜି ମଣ୍ଡଲିତେଇ ସବୁର୍ ମୁଆଟେ ମୁଣ୍ଡେ ଅଡ୍ନା ନ ପାକାଇ ପାର୍ତନା କଲେ ସେଟା ସୁନ୍ଦର୍ କି ? ନାଇ ସୁନ୍ଦର୍ ନାଇ ।
ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ ।
ମୁଇ ତମ୍କେ ଲାଜ୍କରାଇବାକେ ଏ କାତା ଲେକିଆଚି । ବିସ୍ବାସି ବାଇ ବାଇ ବିତ୍ରେ କିରମାର ଅଇଲାଟା ରାଜିନାମା କର୍ବାକେ ସତଇସେ ତମର୍ ବିତ୍ରେ ଗଟେକ୍ ମିସା ବୁଦି ରଇଲା ଲକ୍ ନାଇ କି ?
ଏବେ ମୁଇ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇନେଇ ଲେକ୍ଲିନି । ଏଟା ସତ୍ ଜେ ଆମ୍କେସେ ବୁଦି ଆଚେ ବଲି ତମେ ଜନ୍ଟା କଇଲାସ୍ନି, ସେଟା ଆମେ ଜାନିଆଚୁ । ସେନ୍ତା ଗଟେକ୍ ଲକ୍କେ ଆଁକାର୍ ଜନମ୍ କରାଇସି । ମାତର୍ ଆଲାଦ୍ ଆମର୍ ବିସ୍ବାସ୍କେ ଡାଟ୍ କରାଇସି ।
ସବୁ ବିସଇ ପରିକା କରି ଦେକା, ଜନ୍ଟା ସତ୍, ସେଟା ଚାଡାନାଇ ।