10 ସେମନ୍ ଜେନ୍ତିକି ପର୍ମେସରର୍ ବିରୁଦେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି, କୁରୁପ୍ ନାସ୍ କର୍ବା ଦୁତର୍ଲାଗି ମରିଆଜିଗାଲାଇ । ତମେ ସେନ୍ତାରି ଦଦାପେଲା ଉଆନାଇ ।
“ମୁଇ ପର୍ମେସର୍ ନଇ,” ବଲି କଏ ନାଇକେ ଦାପ୍ରେ ମାପ୍ରୁର୍ ଦୁତ୍ ଏରଦ୍କେ ରଗି କରାଇଲା । ସେଟାର୍ପାଇ ତାର୍ ଗୁଲାଇଗାଗଡ୍ କିଡା କାଇଲାଇ ଆରି ମରିଗାଲା ।
ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା ।
ତାର୍ ବିସ୍ବାସର୍ ଲାଗି ସେ ନିସ୍ତାର୍ ପରବ୍ ମାନ୍ଲା ଆରି ଇସ୍ରାଏଲ୍ ଲକ୍ମନର୍ ରଇବା ଗରର୍ କାପାଟେ, ଗଟେକ୍ ମେଣ୍ଡାପିଲାର୍ ବନି ଚିଚ୍ବାକେ ଆଦେସ୍ ଦେଲା । ସେ ଏନ୍ତାରି କଲାକେ ପର୍ମେସରର୍ ଦୁତ୍ ଇସ୍ରାଏଲ୍ ଲକ୍ମନର୍ ପଣୁଆ ପିଲାମନ୍କେ ମରାଏ ନାଇ ।
ଏ ଲକ୍ମନ୍ ମୁର୍ମୁରା ଅଇକରି ବିନ୍ ଲକ୍ମନ୍କେ ନିନ୍ଦା କର୍ବାଇ । ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ, ନିଜର୍ ବିସଇନେଇ ବଡ୍ପନ୍ ଅଇବାଇ ଆରି ନିଜର୍ ଲାବ୍ ପାଇବାକେ ବିନ୍ଲକ୍କେ ନିକ କାତା କଇ ସୁତ୍ରାଇବାଇ ।
ତାର୍ପଚେ ଗଟେକ୍ ମନ୍ଦିରେଅନି ଗଟେକ୍ ଜବର୍ ସବଦ୍ ସେ ସାତ୍ଟା ଦୁତ୍ମନ୍କେ କାତା ଅଇବାଟା ମୁଇ ସୁନ୍ଲି । “ଜାଆ ଆରି ପର୍ମେସରର୍ ରିସା ବର୍ତି ଅଇରଇବା ସାତ୍ଟା ଗିନା ଦର୍ତନି ଉପ୍ରେ ଆଜାଡିଦେସ୍ ।”