୧ମ କରନ୍ତିୟ 1:30 - ସତିଅର୍ ବାଟ୍ ନୁଆ ନିୟମ୍ 202030 ମାତର୍ ପର୍ମେସର୍ ତମ୍କେ କିରିସ୍ଟ ଜିସୁର୍ ସଙ୍ଗ୍ ମିସାଇଆଚେ ଆରି ସେ କିରିସ୍ଟକେସେ ଆମର୍ପାଇ ଗିଆନ୍ ପାରା କରିଆଚେ । ତାର୍ଲାଗି ଆମେ ପର୍ମେସର୍ ସଙ୍ଗ୍ ସତ୍ ମିସାବିଡା ଅଇଲାଟା ଆରିତରେକ୍ ଜଡିଅଇଲାଆଚେ । ଆମେ ଦରମ୍ ଆରି ସୁକଲ୍ ଲକ୍ ଅଇ ପାପେ ଅନି ମୁକ୍ତି ପାଇଆଚୁ । အခန်းကိုကြည့်ပါ။ |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।