29 ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ ।
କିରିସ୍ଟ ଜିସୁର୍ତେଇ ମକେ ମିସାଇଲାର୍ପାଇ, ତାର୍ ଏ ସେବା କାମ୍ କର୍ବାକେ ମୁଇ ମୁଲ୍କେ ଲାଜ୍ ଅଇନାଇ ।
ଆମେ ଜାନୁ, ଜନ୍ ଲକ୍ମନ୍ ନିୟମର୍ ସାସନ୍ ତଲେ ଆଚତ୍, ତେଇର୍ ସବୁ ବିଦିବିଦାନ୍ ମାନ୍ବାକେ ବାଦିଅ । ପରମେସର୍ ଜେଡେବଲ୍ ଗୁଲାଇ ଜଗତର୍ ବିଚାର୍ କର୍ସି, ନିୟମ୍ ନ ମାନ୍ଲା ଲକ୍ମନ୍ କାଇ କାମ୍ ମିସା ଦେକାଇକରି, ଦସ୍ କରିନାଇ ବଲି କଇନାପାରତ୍ ।
ସେନ୍ତାର୍ଆଲେ ଆମେ କାଇ ବିସଇନେଇ ବଡ୍ପନ୍ ଅଇବାର୍ ଆଚେ ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍ପନ୍ ଦେକାଇବାକେ କାଇ ବିସଇ ଆଚେ କି ? ଆମେ ପୁରାପୁରି ନିୟମ୍ ମାନ୍ଲୁନି ବଲିକରି କି ? ନାଇ, ଅବ୍କା ବିସ୍ବାସ୍ କର୍ବାଟାସେ ଆମର୍ ବଡ୍ପନ୍ ଦେକାଇବାଟା ।
ଜଦି ଅବ୍ରାଆମ୍ ନିଜର୍ କରିରଇବା କାମେଅନି ସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇତା, ସେ ବଡ୍ପନ୍ କାତା କଇପାର୍ତା । ମାତର୍ ସେଟା ପରମେସରର୍ ମୁଆଟେ ଅଇ ନାପାରେ ।
ମାତର୍ ଜେନ୍ତି ଦରମ୍ ସାସ୍ତରେ ଲେକା ଅଇଆଚେ, ଜେ ଜଦି ବଡ୍ପନ୍ ଅଇସି, ତେବେ ସେ ମାପ୍ରୁ କଲା କାମ୍ ତେଇ ବଡ୍ପନ୍ ଅ ।
କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ ।
ଏନ୍ତାରି ଲକ୍କେ ତମର୍ ମଣ୍ଡଲିତେଇ ସଙ୍ଗଇକରି ଏନ୍ତି ବଡ୍ପନ୍ ଅଇବାଟା ବଲ୍ନାଇ । ମନେ ରକା କଣ୍ଡେକ୍ କମିରର୍ ଲାଗି, ଚକଟ୍ଲା ସବୁ ଗୁଣ୍ଡ୍ ଆମଟ୍ ଅଇଜାଇସି, ଏଟା କାଇ ତମେ ନାଜାନାସ୍ କି ?
ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍ପନ୍ ଅଇ ନାପାରେ ।