26 ଏ ବାଇବଇନିମନ୍, ପର୍ମେସର୍ ତମ୍କେ ବାଚ୍ଲା ବେଲେ ତମେ କେନ୍ତାର୍ ରଇଲାସ୍ ବାବିଦେକା । ଜଗତର୍ ବିଦି ଇସାବେ ବେସିଲକ୍ ଗିଆନି ନ ରଇଲାସ୍ । ବେସିଲକ୍ ନେତା ନ ରଇଲାସ୍ ଆରି ବଡ୍ ଗରେ ଜନମ୍ ନ ଅଇରଇଲାସ୍ ।
ତେବର୍ପାଇ ଏ ମାନନିୟ ତିୟପିଲ୍. ପୁର୍ବେଅନି ଟିକିନିକି କଜ୍ଲଡ୍କରି ତେଇ ସବୁଜାକ ରିତିିନିତି ସଙ୍ଗ୍ ଅଇଲାଟା ତମର୍ପାଇ ମୁଇ ଲେକ୍ବିଆକା ବଲି ମନ୍କଲି ।
ଜିସୁ ସେ ଡାଣ୍ଡେ ସୁକଲ୍ଆତ୍ମାଇ ପୁରୁନ୍ଅଇ କଇଲା, “ଏ ବାବା ! ସରଗ୍ ଆରି ମଚ୍ପୁରର୍ ମାପ୍ରୁ ! ତୁଇ ଗିଆନି ଆରି ବୁଦିରଇବା ଲକ୍ମନର୍ଟାନେଅନି ଏ କାତା ଲୁଚାଇରଇଲେ ମିସା, ସାନ୍ ପିଲାମନର୍ ପାରା ଲକର୍ଟାନେ ଜାନାଇଲାସ୍ । ଏଟାର୍ପାଇ ତମ୍କେ ସୁମର୍ନା କଲିନି । ଉଁ ବାବା, କାଇକେବଇଲେ ତମେ ଏନ୍ତାଟା ଦେକ୍ବାକେ ମନ୍କର୍ତେ ରଇଲାସ୍ ।
ଏଟା ଦେକି ସାସନ୍କାରିଆର୍ ବିସ୍ବାସ୍ ଅଇଲା, କାଇକେ ବଇଲେ ମାପ୍ରୁର୍ ସିକିଆ ସୁନି ସେ କାବା ଅଇଜାଇରଇଲା ।
ସେ ସମ୍ଦୁର୍ ମଜାଇ ରଇଲା ଜାଗାର୍ ସାସନ୍ କାରିଆର୍ ସର୍ଗିଅ ପାଉଲର୍ ମଇତର୍ ରଇଲା । ସର୍ଗିଅସ୍ ଗଟେକ୍ ଗିଆନି ଲକ୍ ରଇଲା । ସେ ପରମେସରର୍ ବାକିଅ ସୁନ୍ବାକେ ମନ୍ କରି ବର୍ନବା ଆରି ପାଉଲ୍କେ ଡାକାଇଲା ।
ଡାୟନିସିଅସ୍ ନାଉଁର୍ ସବାର୍ ଗଟେକ୍ ମେମର୍, ଦାମାରି ନାଉଁର୍ ଗଟେକ୍ ମାଇଜି ଆରି କେତେଟା ଲକ୍, ବିସ୍ବାସ୍ କରି ତାର୍ ସଙ୍ଗ୍ ମିସ୍ଲାଇ ।
କାଇକେବଇଲେ ପର୍ମେସର୍ ଜନ୍ ଲକ୍ମନ୍କେ ବାଚିକରି ଆସିର୍ବାଦ୍ କର୍ସି, ସେ ଦାନ୍ ଦେବାକେ ଜାଗର୍ତା ରଇସି ।
ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?
ତେବେ ସେ ସବୁ ବିସଇ ମିସା ଆମେ ଜଗତର୍ ଗିଆନ୍ ଇସାବେ ସିକାଉନାଇ, ମାତର୍ ଜନ୍ ବିସଇ ଆମ୍କେ ପର୍ମେସରର୍ ସୁକଲ୍ ଆତ୍ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍ ଲକ୍ମନ୍ ସୁକଲ୍ ଆତ୍ମା ପାଇଆଚତ୍, ସେ ଲକ୍ମନ୍କେ ଏ ଆତ୍ମାର୍ ବିସଇ ସିକାଇଲୁନି ।
ଏ ଜୁଗର୍ ଅଦିକାରିମନ୍କେ ମିସା ସେଟା ବୁଜତ୍ନାଇ । କାଇକେବଇଲେ ସେମନ୍ ସେଟା ଜାନିରଇଲେ ଡାକ୍ପୁଟା ମାପ୍ରୁକେ କୁର୍ସେ ମାରି ନ ରଇତାଇ ।
ଏ ନଅରେ ରଇବା ବାକି ସବୁ ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଜନ୍ ବିସ୍ବାସିମନ୍, ଜନ୍ଲକ୍ କି ରମିଅ ସାସନ୍କାରିଆର୍ ଗତିଦାଙ୍ଗ୍ଡା ଅଇଲାଇଆଚତ୍, ସେମନ୍ ତାକର୍ ଜୁଆର୍ ଜାନାଇଲାଇନି ।
ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି ?
ପାର୍ଚିନ୍ ଜଅନ୍ଜେ ମୁଇ ଏ ଚିଟି ଲେକ୍ଲିନି । ଏ ଚିଟି ଆମର୍ ଆଲାଦର୍ ବଇନି ଆରି ତାର୍ ପିଲାମନର୍ପାଇ । ମୁଇ ସତଇସେ ତମ୍କେ ସବୁଲକ୍ମନ୍କେ ଆଲାଦ୍ କଲିନି । ଆରି ମୁଇସେ ନାଇ, ସତ୍ ବିସଇ ଜାନିରଇବା ସବୁଲକ୍ ମିସା ।