25 ତେବେ ଜନ୍ଟା ପର୍ମେସରର୍ ବକୁଆ ବିସଇ ସେଟା ମୁନୁସର୍ ଗିଆନେ ଅନି ଅଦିକ୍ ଆଚେ, ଆରି ଜନ୍ଟା ପର୍ମେସରର୍ ଦୁର୍ବଲ୍ ବିସଇ, ସେଟା ମୁନୁସର୍ ବପୁଟାନେଅନି ଅଦିକ୍ ବପୁ ।
କୁରୁପ୍ନାସ୍ ଅଇଜାଇତେରଇବା ଲକ୍ମନର୍ପାଇ, କୁରୁସେ ଅଇଲା କିରିସ୍ଟର୍ ମରନର୍ କାତା, କାଇ ମୁଲିଅ ନାଇ । ମାତର୍, ଆମର୍ପାଇ ସେଟା ପର୍ମେସରର୍ ବପୁ । ଆମେ ମୁକ୍ତି ପାଇତେରଇବା ଲକ୍ମନ୍ ।
ଏ ଜଗତର୍ ଲକ୍ମନ୍ ତାକର୍ ଚାଲାକିସଙ୍ଗ୍ ପର୍ମେସର୍କେ ନ ଜାନତ୍ ବଲି, ସେ ନିଜର୍ ଗିଆନ୍ ଇସାବେ ଟିକ୍କଲା । ଆମେ ଜାନାଇବା ବିସଇ ଜନ୍ଟା କି କାଇ ମୁଲିଅ ନାଇ ବଲି ଲକ୍ମନ୍ କଇବାଇ, ସେଟା ବିସ୍ବାସ୍ କର୍ବା ଲକ୍ମନ୍କେ ମୁକ୍ତି ଦେବାକେ ପର୍ମେସର୍ ସାର୍ଦା ଅଇଲା ।
ମାତର୍ ସୁକଲ୍ଆତ୍ମା ନ ପାଇ ରଇବା ଲକ୍, ଆତ୍ମାର୍ ବିସଇ ନ ମାନେ, ମାତର୍ ସେଟାମନ୍ ତାର୍ପାଇ ଗଟେକ୍ କାଇଟା ନାଜାନ୍ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍ ଆତ୍ମା ସିକାଇଲେ ସେ ବୁଜିଅଇସି ।
ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ ।
କାଇକେବଇଲେ କୁର୍ସେ ଚଗାଇଲାବେଲେ ସେ ଦୁର୍ବଲ୍ ପାରା ଡିସ୍ଲେ ମିସା ପର୍ମେସରର୍ ବପୁସଙ୍ଗ୍ ସେ ବଁଚିଆଚେ । ସେନ୍ତାରିସେ କିରିସ୍ଟର୍ତେଇ ମିସି ରଇଲାର୍ପାଇ ଆମେ ମିସା ଦୁର୍ବଲ୍ ପାରା ଡିସ୍ଲୁନି । ମାତର୍ ପର୍ମେସରର୍ ବପୁ ସଙ୍ଗ୍ ଜିଇ ରଇବୁ ଆରି ତମର୍ ବିତ୍ରେ କର୍ବା ଜନ୍ କାମେ ମିସା ତାର୍ ବପୁ ରଇସି ।