22 ଜିଉଦିମନ୍ କାବା ଅଇଜିବା ଚିନ୍ ପାଇ ଦାବି କଲାଇନି । ଗିରିକ୍ମନ୍ ଗିଆନ୍ କଜ୍ଲାଇନି ।
ପଚେ ପାରୁସିମନ୍ ବାରଇ ଆସି ଜିସୁର୍ ସଙ୍ଗ୍ ଦଦାପେଲା ଅଇବାର୍ ଦାର୍ଲାଇ । ତାକେ ପରିକା କର୍ବାକେ ପାନ୍ଦେ ପାକାଉଁ ବଲି ମନ୍କରି, ସେ ଜେ ପର୍ମେସର୍ଟାନେଅନି ଆସିଆଚେ, ଏଟା ଦେକାଇବାକେ ଆକାସେଅନି ଗଟେକ୍ କାବାଅଇଜିବା ଚିନ୍ ଦେକାଆ ବଲି କଇଲାଇ ।
ବିନ୍ଲକ୍ମନ୍ ଜିସୁକେ ପରିକାକରି ପାନ୍ଦେ ପାକାଇବାକେ ବାବ୍ତେ ରଇଲା । ତେବର୍ପାଇ ପର୍ମେସର୍ ତାର୍ ରକିଆକାରି ବଲି ସବୁକେ ଜାନାଇବାକେ ଗଟେକ୍ କାବାଅଇଜିବା ଚିନ୍ ଦେକାଇବାକେ କଇଲାଇ ।
ନାଇ, ମୁଇ ପର୍ମେସରର୍ ବପୁସଙ୍ଗ୍ ଡୁମା ଚାଡାଇବି । ତେବେ ତା ଏଟା ଜାନାଇ ଦେଲାନି, କି ପର୍ମେସରର୍ ରାଇଜ୍ ତମର୍ ଲଗେ କେଟ୍ଲାବେ ବଲି ।”
ତେଇ ଜିଉଦି ନେତାମନ୍ ଜିସୁର୍ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍ କର୍ବାକେ ଅଦିକାର୍ ପାଇଆଚୁସ୍ ବଲି ଆମେ କେନ୍ତି ଜାନ୍ବୁ ଆରି କାଇ ଚିନର୍ଲାଗି ଆମ୍କେ ସେଟା ଦେକାଇଲୁସ୍ନି ?”
ତାର୍ ପଚେ ସେ ମାଇଜି ତାର୍ ଆଣ୍ଡିର୍ ପାନି, ତେଇ ଚାଡିକରି ସଅର୍ ବିତ୍ରେ ଉଟିଗାଲା ଆରି ଜାଇକରି ସବୁ ଲକ୍ମନ୍କେ କଇଲା,
ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।”