19 ତେବେ ଦରମ୍ ସାସ୍ତରେ ଏନ୍ତି ଲେକାଆଚେ, ମୁଇ ଗିଆନ୍ ରଇବା ଲକ୍ମନର୍ ଗିଆନ୍ ନସାଇବି, ଆରି ବୁଦି ରଇବା ଲକ୍ମନର୍ ବୁଦି କାଇ ଲଡାକେ ନ ଆଇଲା ପାରା କର୍ବି ।
କାଇକେବଇଲେ ଏ ଜଗତର୍ ଗିଆନ୍ ପର୍ମେସରର୍ ମୁଆଟେ କାଇ ଲଡାକେ ନ ଆସେ । ଜେନ୍ତିକି ସାସ୍ତରେ ଲେକା ଆଚେ, ଗିଆନ୍ ରଇଲା ଲକ୍ମନ୍କେ ତାକର୍ ଚାଲାକିତେଇସେ ପର୍ମେସର୍ ଦାର୍ସି ।
ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ ।
ଏ ବାଇବଇନିମନ୍, ମୁଇ ଏ ସବୁ କାତା ତମେ ସିକା ବଲି, ମର୍ ବିସଇ ଆରି ଆପଲର୍ ବିସଇ ଉଦାଅରନ୍ ଦେଇ କଇଲି । ଜେନ୍ତିକି ସାସ୍ତରେ ଲେକାଅଇଲାଟାନର୍ ଅରତ୍ ତମେ ସିକ୍ସା । ସାସ୍ତରେ ଜେତ୍କି ସବୁ ଲେକା ଅଇଲାଆଚେ, ତାର୍ଟାନେଅନି ଅଦିକ୍ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍ପନ୍ ନ ଉଆସ୍, ଆରି କାକେ ମିସା ଇନ୍ ନ କରାସ୍ ।