2 ମର୍ ମଃନେ ବଃଡେ ଦୁକ୍ ଆର୍ ସଃବୁବଃଳ୍ ବାଦା ଅଃଉଁଲି ।
2 ମକେ ବେସି ଦୁକ୍ ଆଚେ, ଆର୍ ଯିହୁଦିମ୍ନ୍କାର୍ ଲାଗି ମୁଇ ବେସି କ୍ଷ୍ଟେ ଆଚି।
ଏ ବାୟ୍ବେଣିମଃନ୍ ମର୍ ନିଜାର୍ ଜାତିର୍ ଲକ୍ମଃନ୍ ମୁକ୍ତି ହାଉତି, ଇରି ମର୍ ମଃନ୍ ବିତ୍ରାର୍ ଇଚା ଆର୍ ଇସ୍ୱରାର୍ ତଃୟ୍ ଇରି ମର୍ ପାର୍ତନା ।
ମୁୟ୍ଁ ସଃତ୍ କଃଉଁଲେ କ୍ରିସ୍ଟର୍ ଅୟ୍ରିଲାକ୍ ଇରି ସଃତ୍ କଃଉଁଲେ, ମର୍ ମଃନ୍ ପବିତ୍ର ଆତ୍ମାର୍ ସଃକ୍ତି ମର୍ ସଃଙ୍ଗ୍ ସାକି ଦେଉଁଲି
କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ଗଃଗାଳେ ମର୍ ନିଜାର୍ ବାୟ୍ ବେଣି ମଃନାର୍ ଗିନେ ମୁୟ୍ଁ ନିଜେ କ୍ରିସ୍ଟର୍ ତଃୟ୍ହୁଣି ବିନେ ଅୟ୍ ଇସ୍ୱରାର୍ ଗିନେ ସାୟ୍ପ୍ ହାଉଁକେ ଇଚା କଃରୁଲେ ।
କାୟ୍ତାକ୍ବଃଲେକ୍ ଇ ହର୍ ଗାଦାଲକ୍ ଆଚ୍ତି, ଜୁୟ୍ମଃନାର୍ ବେବାର୍ ତୁମିମଃନ୍କେ ତର୍କେତର୍ କୟ୍ଆଚି, ଆର୍ ଅଃବେ ହେଁ କାନ୍ଦିକାନ୍ଦି କଃଉଁଲେ, ସେମଃନ୍ କ୍ରିସ୍ଟର୍ ବିରଦି ।
ଆର୍ ଅଃମି ଅଃମାର୍ ଜଳେକ୍ ସାକିକ୍ ଅଃଦିକାର୍ ଦେଉଁନ୍ଦ୍ ଜେ, ସେମଃନ୍ ବାସ୍ତାର୍ ବଃସ୍ତର୍ ହିନ୍ଦିକଃରି ୧,୨୬୦ ବିନ୍ ହଃତେକ୍ ବାବ୍ବାଣି କଃଉତି ।”