3 ସେ ଜିସୁ କ୍ରିସ୍ଟ ଗଃଗାଳ୍ କଃତାୟ୍ ଦାଉଦାର୍ ବଃଉଁସେ ଜଃଲମ୍ ।
3 ଇ ସୁବ୍କ୍ବର୍ ଇଶ୍ଵରାର୍ ହଇସି ବ୍ଲେକ୍ ଅମାର୍ମ୍ନ୍କାର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ବିଷୟ୍ରେ,
ଇ ଲେକା ଅଃଉଁଲି ଜିସୁ କ୍ରିସ୍ଟର୍ ହୁର୍ବାର୍ କୁଳ୍ବଃଉଁସ୍ମଃନାର୍ ନାଉଁମଃନ୍ । ସେ ଦାଉଦ୍ ବଃଉଁସାର୍ ରିଲା, ଆର୍ ସେ ଅବ୍ରାହାମାର୍ କୁଳ୍ବଃଉଁସାର୍ ଲେକାହଃତାର୍ ।
ମତାନାର୍ ହୟ୍ସି ଜାକୁବକ୍, ଜାବୁବର୍ ହୟ୍ସି ଜସେପ୍, ଇ ଜସେପ୍ ମରିୟମ୍କେ ବିବା ଅୟ୍ରିଲା, ଇ ମରିୟମାର୍ ହେଟେ ହୁଣି ଜିସୁ ଜଃଲମ୍ ଅୟ୍ଲା, ଲକ୍ମଃନ୍ ତାକ୍ କ୍ରିସ୍ଟ ଆର୍ ମଃସିଆ ବଃଲି କଃଉତି ।
ଜିସିର୍ ହୟ୍ସି ଦାଉଦ୍ ରଃଜା, ଦାଉଦାର୍ ହୟ୍ସି ସଲ୍ମନ୍, ସଲ୍ମନାର୍ ଆୟ୍ସି ଆଗେ ଉରିୟର୍ ଡକୁର୍ସି ରିଲି,
ସେରି ଦଃକି ସଃବୁ ଲକ୍ମଃନ୍ କାବା ଅୟ୍ କୟ୍ଲାୟ୍, “ଏ କାୟ୍ ସେ ଦାଉଦାର୍ ହୟ୍ସି ନାୟ୍ ?”
ଆର୍ ସେତି ବାସା କଃର୍ତି ରିଲା ଗଟେକ୍ କିଣାନ୍ ଦେସାର୍ ମାୟ୍ଜି ଆୟ୍ଲି ଆର୍ ଆଉଲି ଅୟ୍ କାଉଁକେ ଦଃର୍ଲି, “ଏ ମାପ୍ରୁ, ଦାଉଦାର୍ ହୟ୍ସି, ମକେ ଦଃୟାକଃର୍, ମର୍ ଜିଇକେ ବୁତ୍ ଡଃସିଆଚେ, ଆର୍ ସେ ବଃଡେ କଃସ୍ଟ୍ ହାଉଁଲି ।”
ମଃତର୍ ଜିସୁ ତୁନ୍ହାଳି ରିଲା; ସେତାକ୍ ମୁଳ୍ ଜାଜକ୍ ଜିସୁକେ କୟ୍ଲା, “ମୁଁୟ୍ ତକେ ଜିବନ୍ ରିଲା ଇସ୍ୱରାର୍ ନାଉଁଏ ହଃର୍ମାଣ୍ କଃରି ହଃଚାରୁଲେ, ମକ୍ କଃଉ, ତୁୟ୍ କି ଇସ୍ୱରାର୍ ହୟ୍ସି କ୍ରିସ୍ଟ ବଃଲେକ୍ ମସିଆ ?”
ସେ ନିଜ୍କେ ଇସ୍ୱର୍ ହୟ୍ସି ବଃଲି ଇସ୍ୱର୍ ଉହ୍ରେ ଆସ୍ର କଃରିଆଚେ, ତଃବେ ଦଃକୁଆଁ ଇସ୍ୱର୍ ତାକ୍ ଅଃବେ ରଃକ୍ୟା କଃରୁକେ ମଃନ୍ କଃରୁଲା କି ନାୟ୍ ।”
ଆର୍ ସଃଡେବଃଳ୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, “ଏ ଅଃମାର୍ ଲାଡାର୍ ହଅ, ଆର୍ ତଃୟ୍ ଅଃମି ବଃଡେ ସଃନ୍ମତ୍ ।”
ଜିସୁ ସେତିହୁଣି ଜାତା ବଃଳ୍ ଜଳେକ୍ କାଣା ହଃଚେ ହଃଚେ ଜାୟ୍ ଆଉଲି ଅୟ୍ କାଉଁକେ ଦଃର୍ଲାୟ୍, “ଏ ଦାଉଦାର୍ ହୟ୍ସି ! ଅଃମିମଃନ୍କେ ଦଃୟା କଃର୍ ।”
ଦୁତ୍ ତାକ୍ ଉତୁର୍ ଦିଲା, “ପବିତ୍ର ଆତ୍ମା ତର୍ ଉହ୍ରେ ଉତ୍ରେଦ୍ ଆର୍ ସଃବ୍କେ ଉଟ୍ୟା ଇସ୍ୱର୍ ସଃକ୍ତି ତକେ ଦଃରେଦ୍, ଆର୍ ସେତାର୍ଗିନେ ଜୁୟ୍ ହିଲା ଜଃଲମ୍ ଅୟ୍ଦ୍, ସେ ପବିତ୍ର ଆର୍ ସେ ମାପ୍ରୁର୍ ହୟ୍ସି ବଃଲାୟ୍ ଅୟ୍ଦ୍ ।
ସେ ଅଃମିମଃନାର୍ ମୁକ୍ତିକାରି ସେ ନିଜାର୍ ଦଃଙ୍ଗ୍ଳା ଦାଉଦ୍ ବଃଉଁସାର୍, ଗଟେକ୍ ବପୁକାରି ମୁକ୍ଳାଉତା ଲକ୍କେ ଅଃମିମଃନ୍କ୍ ଦିଲା ଆଚେ ।
ଆର୍ ସେ ବଃଚନ୍ ନଃର୍ ମାନାୟ୍ ଅୟ୍ଲା, ଆର୍ ଦଃୟା ଆର୍ ସଃତ୍ ସଃଙ୍ଗ୍ ହୁରୁଣ୍ ଅୟ୍ ଅଃମାର୍ ବିତ୍ରେ ବାସା କଃଲା; ଆର୍ ଉବାର୍ ତଃୟ୍ହୁଣି ଆୟ୍ଲା ଗଟେକ୍ ବଃଲି ହୟ୍ସିର୍ ଜଃଜ୍ମାନ୍ ହାୟ୍ରିଲା ହର୍ ତାର୍ ଜଃଜ୍ମାନ୍ ଦଃକ୍ଲୁ ।
ମୁୟ୍ ସେରି ଦଃକିଆଚି ଆର୍ ସେ ହଃକା ଇସ୍ୱରାର୍ ହୟ୍ସି ବଃଲି ସାକି ଦେଉଁଲେ ।”
ନିତନିଏଲ୍ ଉତୁର୍ ଦିଲା, “ଏ ରାବ୍ବି, ବଃଲେକ୍ ଏ ଗୁରୁ, ତୁୟ୍ ଇସ୍ୱରାର୍ ହୟ୍ସି, ତୁୟ୍ ଇସ୍ରାଏଲ୍କେ ଚାଲାଉତା ରଃଜା ।”
ଉବା ଆର୍ ମୁୟ୍ ଏକ୍ ।”
ତଃନ୍ଅଲେ ଜାକେ ଇସ୍ୱର୍ ପବିତ୍ର କଃରି ଜଃଗତ୍କେ ହଃଟାୟ୍ ଆଚେ, ତାକେ ତୁମିମଃନ୍, ‘ମୁୟ୍ ଇସ୍ୱରାର୍ ହୟ୍ସି,’ ଇରି ମୁୟ୍ କୟ୍ଲାକ୍, ତୁୟ୍ ଇସ୍ୱର୍ ଲିନ୍ଦା କଃରୁଲିସ୍ ବଃଲି କଃଉଁଲାସ୍ ?
ତମା ଜିସୁକେ କୟ୍ଲା, “ମର୍ ମାପ୍ରୁ, ମର୍ ଇସ୍ୱର୍ ।”
ମଃତର୍ ତୁମିମଃନ୍ ଜଃନ୍କଃରି ବିସ୍ୱାସ୍ କଃରାସ୍ ଜେ, ଜିସୁ ଇସ୍ୱରାର୍ ହୟ୍ସି କ୍ରିସ୍ଟ, ଆରେକ୍ ବିସ୍ୱାସ୍ କଃରି ଜଃନ୍କଃରି ତୁମିମଃନ୍ ତାର୍ ନାଉଁଏ ଜିବନ୍ ହାଉଆସ୍, ଇତାର୍ ଗିନେ ଇ ସଃବୁ ଲେକା ଜାୟ୍ ଆଚେ ।
ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟ୍ ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି ।
ସାସ୍ତର୍ ତଃୟ୍ଁ ଲେକା ଆଚେ, ‘କ୍ରିସ୍ଟ ଜେ ଦାଉଦ୍ ବଃଉଁସେହୁଣି ଆର୍ ଦାଉଦ୍ ଜୁୟ୍ତି ରିଲା, ସେ ବେତ୍ଲିହିମ୍ ଗାଉଁଏ ହୁଣି ଆସେଦ୍ ।’”
ଅୟ୍ଲେକ୍ ହେଁ ସେ ବାବ୍ବାଦି ଅୟ୍ରିଲାକ୍ ଆର୍ ତାର୍ ବଃଉଁସାର୍ ଗଟେକ୍ ଲକ୍କେ ଇସ୍ୱର୍ ତାର୍ ସିଙ୍ଗାସଣେ ବଃସାଉଁକ୍ ତାର୍ ଚଃମେ ହଃର୍ମାଣ୍ କଃରି ସଃୟ୍ତ୍ କଃରିରିଲା ।
ଅବ୍ରାହାମ୍, ଇସାକ୍ ଆର୍ ଜାକୁବର୍ ଇସ୍ୱର୍, ଅଃମାର୍ ଦାଦିବାବୁର୍ ଇସ୍ୱର୍ ଅଃହ୍ଣାର୍ ଦଃଙ୍ଗ୍ଳା ଜିସୁକେ ଜଃଜ୍ମାନ୍ କଃରି ଆଚେ, ସେ ଜିସୁକେ ତୁମିମଃନ୍ ସଃତ୍ରୁଆତେ ସଃହ୍ରି ଦିଲାସ୍ ଜଃଡେବଃଳ୍ ପିଲାତ୍ ତାକେ ମୁକ୍ଳାଉଁକ୍ ତିର୍ କଃର୍ତିରିଲା ସଃଡେବଃଳ୍ ତାକେ ତୁମିମଃନ୍ ପିଲାତର୍ ଚଃମେ ମୁକ୍ଳାଉଁକ୍ ନଃଦିଲାସ୍ ।
ଆର୍ ସେମଃନ୍ ବାଟେ ଜଃଉଁଜଃଉଁ, କୁଣ୍ ଗଟେକ୍ ହାଣିନାଳେ ହଚ୍ଲାୟ୍, ସେତାକ୍ ବେଜୁ କୟ୍ଲା, “ଇତି ତ ହାଣି ଆଚେ, ମର୍ ବାପ୍ତିସମ୍ ହାଉଁକ୍ କାୟ୍ ବାଦା ଆଚେ ?”
ଆରେକ୍ ଜିସୁ ଇସ୍ୱରାର୍ ହୟ୍ସି ବଃଲି ତଃତ୍କାଣ୍ ସେ ପାର୍ତ୍ନା ଗଃରେମଃନ୍ ପର୍ଚାର୍ କଃରୁକେ ଦଃର୍ଲା ।
ମଃନ୍ ଆତ୍ମା ଦଃୟ୍କଃରି ମୁୟ୍ଁ ଜୁୟ୍ ଇସ୍ୱର୍କେ ସେବା କଃରୁଲେ, ଆର୍ ଜୁୟ୍ ଇସ୍ୱରାର୍ ହୟ୍ସିର୍ ବିସୟେ ନିକ କବୁର୍ ପର୍ଚାର୍ କଃରୁଲେ, ସେ ସଃତ୍ ଇସ୍ୱର୍ ମର୍ ସାକି ।
ତଃବେ ଗଃଗାଳ୍ ହଃର୍କାରେ ଅଃମିମଃନାର୍ ଦାଦିବାବୁ ଅବ୍ରାହାମ୍ କାୟ୍ରି ହାୟ୍ଆଚେ ବଃଲି ଆମିମଃନ୍ କଃଉଁଆ ?
କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ଗଃଗାଳେ ମର୍ ନିଜାର୍ ବାୟ୍ ବେଣି ମଃନାର୍ ଗିନେ ମୁୟ୍ଁ ନିଜେ କ୍ରିସ୍ଟର୍ ତଃୟ୍ହୁଣି ବିନେ ଅୟ୍ ଇସ୍ୱରାର୍ ଗିନେ ସାୟ୍ପ୍ ହାଉଁକେ ଇଚା କଃରୁଲେ ।
ଅଃମାର୍ ଡାକେହୁଟା ଜିଉଦି ଦାଦି ବାବୁମଃନାର୍ ସେମଃନ୍ ବଃଉଁସ୍ମଃନ୍, ଆରେକ୍ ମାନାୟ୍ ହଃର୍କାରେ କ୍ରିସ୍ଟ ସେ ବଃଉଁସେ ହୁଣି ଜାତ୍, ସଃବ୍କେ ଚାଲାଉତା ଇସ୍ୱରାର୍ ଜୁଗେଜୁଗେ ହଃତେକ୍ ଦନ୍ୟ ଅଃଉଅ, ଆମେନ୍ ।
ଜୁୟ୍ ଇସ୍ୱର୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ରେତାର୍ ଗିନେ ତୁମିମଃନ୍କେ କୁଦିଆଚେ ସେ ସଃବୁବଃଡ୍, ସଃତ୍ ।
ଇସ୍ରାଏଲ୍ ଲକ୍ମଃନାର୍ କଃତା ବାବି ଦଃକା; ଜୁୟ୍ ଲକ୍ମଃନ୍ ହୁଜା ଦିଲା ମାସ୍ କାତି, ସେମଃନ୍ କାୟ୍ ବେଦିର୍ ହୁଜାୟ୍ ବାଗ୍ ନଃଉତି ?
ମଃତର୍ ବେଳା ହୁର୍ଲାକେ ଇସ୍ୱର୍ ଅଃହ୍ଣାର୍ ତଃୟ୍ ହୁଣି ତାର୍ ନିଜାର୍ ହୟ୍ସିକ୍ ହଃଟାୟ୍ଲା, ସେ ମାୟ୍ଜି ହୁଣି ଜଃଲମ୍ ଅୟ୍ ମସାର୍ ବିଦିର୍ ତଃଳେ ଅୟ୍ଲା ।
ଆରେକ୍ ସେ ଇସ୍ୱର୍ ଅଃହ୍ଣାର୍ ଜୁୟ୍ ହୟ୍ସିକ୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ରିଲା, ଆସୁଲା କହ୍ ତଃୟ୍ହୁଣି ଅଃମିମଃନ୍କେ ରଃକ୍ୟା କଃର୍ତା ସେ ଜିସୁକେ ସଃର୍ଗେ ହୁଣି ଆସ୍ତାର୍ ଜାଗିରେଉଉଁଆ ।
କାୟ୍ତାକ୍ବଃଲେକ୍ ଗଟେକ୍ ବଃଲି ଇସ୍ୱର୍ ଆଚେ, ଆର୍ ଇସ୍ୱର୍ ଆର୍ ମାନାୟ୍ମଃନାର୍ ବିତ୍ରେ ଗଟେକ୍ ହଃକା ମଃଜିର୍ ଲକ୍ ଆଚେ, ସେ କ୍ରିସ୍ଟ ଜିସୁ, ଗଟେକ୍ ମାନାୟ୍ ।
ଇସ୍ୱର୍ ମାନ୍ତିର୍ ଗୁପ୍ତ୍ ଗ୍ୟାନ୍ ଜେ ବଃଡ୍କଃତା, ଇରି ସଃବୁ ଲକ୍ ମାନ୍ତି । ସେରି ଇରି, କ୍ରିସ୍ଟ ଗଃଗାଳ୍ ଦଃରି ଦଃକାୟ୍ ଅୟ୍ଲା, ଆତ୍ମାୟ୍ ଦଃର୍ମି ବଃଲି ସଃତ୍ ବଃଲାୟ୍ ଅୟ୍ଲା, ଦୁତ୍ମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା, ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ପର୍ଚାର୍ ଅୟ୍ଲା, ଜଃଗତେ ତାକ୍ ସଃତ୍ କଃଲାୟ୍, ଜଃଜ୍ମାନେ ସଃର୍ଗେ ଗଃଲା ।
ମୁୟ୍ଁ ପର୍ଚାର୍ କଃଲା ନିକ କବୁର୍ ହଃର୍କାରେ ମଃଲା ଲକ୍ମଃନାର୍ ବିତ୍ରେ ଉଟିଆଚେ ଆର୍ ଦାଉଦ୍ ବଃଉଁସେ ଜଲମ୍ ଅୟ୍ଲାର୍ ଜିସୁ କ୍ରିସ୍ଟକେ ଏତାଉ ।
ଜାୟ୍ରି ଅଃମିମଃନ୍ ଦଃକି ଆଚୁ ଆର୍ ସୁଣି ଆଚୁ ସେରି ତୁମିମଃନ୍କେ ହେଁ ଜାଣାଉଁଲୁ, ଜଃନ୍କଃରି ତୁମିମଃନ୍ ହେଁ ଅଃମିମଃନାର୍ ସଃଙ୍ଗ୍ ମିସାବିଳା କଃରୁ ହାରାସ୍, ଅଃମିମଃନାର୍ ଉବା ଆର୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ଆଚେ ।
ତାର୍ ବଲ୍ ଇରି ଜେ, ଅଃମିମଃନ୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ନାଉଁଏ ବିସ୍ୱାସ୍ କଃରୁଆଁ ଆର୍ ସେ ଦିଲା ବିଦି ହଃର୍କାରେ ସଃବ୍କେ ଲାଡ୍ କଃର୍ତାର୍ ଆଚେ ।
ଜେ ହାହ୍ କଃରେଦ୍ ସେ ସୟ୍ତାନ୍ ତଃୟ୍ହୁଣି ଜାତ୍ ବଃଲେକ୍ ସୟ୍ତାନ୍ ଆରୁମେ ହୁଣି ହାହ୍ କଃରି ଆସୁଲି । ସୟ୍ତାନାର୍ କାମ୍କେ ନାସ୍ କଃରୁକେ ତ ଇସ୍ୱରାର୍ ହୟ୍ସି ଆୟ୍ଲା ।
ଜେ ଜିସୁକେ ଇସ୍ୱରାର୍ ହୟ୍ସି ବଃଲି ମାନେଦ୍ ଇସ୍ୱର୍ ତାର୍ ତଃୟ୍ ଆଚେ ଆର୍ ସେ ଇସ୍ୱରାର୍ ତଃୟ୍ ଆଚେ ।
ଜେ ଜିସୁକେ କ୍ରିସ୍ଟ ବଃଲି ବିସ୍ୱାସ୍ କଃରେଦ୍ ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜେ ଜଃଲମ୍ ଦେଉଁକେ ଲାଡ୍ କଃରେଦ୍ ସେ ତାର୍ ତଃୟ୍ହୁଣି ଜଃଲମ୍ ଅୟ୍ରିଲା ହିଲାମଃନ୍କେ ହେଁ ଲାଡ୍ କଃରେଦ୍
ଆରେକ୍ ହେଁ ଅଃମିମଃନ୍ ଜାଣୁ ଜେ, ଇସ୍ୱରାର୍ ହୟ୍ସି ଆସି ଆଚେ ଆର୍ ସଃତ୍ ଇସ୍ୱର୍ ତାକେ ଜାଣୁକେ ଅଃମିମଃନ୍କ୍ ଗିଆନ୍ ଦଃୟ୍ ଆଚେ; ଆରେକ୍ ଅଃମିମଃନ୍ ସେ ସଃତ୍ ତଃୟ୍ ବଃଲେକ୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ତଃୟ୍ ରେଉଁଆ । ସେ ସଃତ୍ ଇସ୍ୱର୍ ଆର୍ ସେ ହଃକା ଅଃମ୍ବର୍ ଜିବନ୍ ।
ଜିସୁ ଇସ୍ୱରାର୍ ହୟ୍ସି, ଇରି ଜେ ବିସ୍ୱାସ୍ କଃରେଦ୍, ସେ ହଃକା ଜଃଗତ୍କେ ଜିଣେଦ୍ ।
ବଃଲେକ୍ ଜୁୟ୍ ଲକ୍ମଃନ୍ ଜିସୁ କ୍ରିସ୍ଟ ନଃର୍ ଗଃଗାଳ୍ ଦଃରି ଆସି ଆଚେ ବଃଲି ବିସ୍ୱାସ୍ ନଃକେର୍ତି, ଇରଃକମ୍ ଗାଦେକ୍ ଟକୁମଃନ୍ ଜଃଗତେ ବାରାୟ୍ ଆସି ଆଚ୍ତି । ଇବାନ୍ୟା ଲକ୍ ଅଃଉଁଲାୟ୍ ଟକୁମଃନ୍ ଆର୍ କ୍ରିସ୍ଟର୍ ସଃତ୍ରୁ ।
“ତୁୟତିରା ତଃୟ୍ ରିଲା ମଣ୍ଡ୍ଳିର୍ ଦୁତ୍କେ ଲେକ୍, ଇସ୍ୱରାର୍ ଜୁୟ୍ ହୟ୍ସିର୍ ଆକି ଲାଗ୍ତା ଜୟ୍ ହର୍ ଆର୍ ହାଦ୍ ଜିକ୍ଜିକା ହିତୁଳ୍ ହର୍, ସେ ଇରି କଃଉଁଲା,