ପ୍ରକାସିତ୍ 5:10 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍10 ଆରେକ୍ ସେମଃନ୍କେ ଅଃମିମଃନାର୍ ଇସ୍ୱରାର୍ ଗିନେ ରଃଜାର୍ ବଃଉଁସ୍ ଆର୍ ଜାଜକ୍ କଃରି ଆଚ୍ସି; ଆର୍ ସେମଃନ୍ ହୁର୍ତି ଉହ୍ରେ ରାଜ୍ କଃର୍ତି ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ10 ଆରେକ୍, ଇ ଲକ୍ମ୍ନ୍କେ ଗଟେକ୍ ରାଇଜ୍ ହର୍, ଆର୍ ଅମାର୍ ଇଶ୍ଵରାର୍ ହାଇଁ ଜାଜକ୍ କ୍ରି ଆଚ୍ସି। ସେମ୍ନ୍ ଇ ହୁର୍ତିବି ଉହ୍ରେ ରାଜ୍ କ୍ରତି।” အခန်းကိုကြည့်ပါ။ |
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।