ପ୍ରକାସିତ୍ 3:8 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ମୁଁୟ୍ ତୁମାର୍ କାମ୍ ଜାଣି ଆଚି, ଦଃକ୍, ମୁଁୟ୍ ତୁମାର୍ ମୁଏଁ ଗଟେକ୍ ଦୁଆର୍ ଉଗାଳି ଆଚି, କେ ସେରି ଡାହୁକ୍ ନଃହାର୍ତି, କାୟ୍ତାକ୍ବଃଲେକ୍ ତୁମାର୍ ସଃକ୍ତି ଉଣା, ଅୟ୍ଲେକ୍ ହେଁ ତୁମି ମର୍ କଃତା ମାନି, ମର୍ ନାଉଁକ୍ ନଃଜାଣୁ ବଃଲି ନଃକଃଉଆସ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ8 ମୁଇ ତୁମାର୍ ସ୍ବୁକାମ୍ ଜାଣି, ଦ୍କା ମୁଇ ତୁମାର୍ ଲ୍ଗେ ଗଟେକ୍ ବାଟ୍ ଉଗାଡି ଆଚି କେ ହେଁ ସେରି ବ୍ନ୍ଦ୍ କ୍ରୁନ୍ହାରେ। ମୁଇ ଜାଣି, ତୁମି ଦୁର୍ବଳ୍ ଅଳକ୍ ହ୍କା ଶ୍କ୍ତି ଆଚେ। ମ୍ତର୍ ତୁମି ମର୍ ଶିକ୍ଯାର୍ ହ୍ଚେ ଇଣ୍ତି ଆଚାସ୍। ତୁମି ମର୍ ନାଉଁ ଦ୍ର୍ତାର୍ ହାଇଁ କ୍ବେ ଡିରିନ୍କେରାସ୍। အခန်းကိုကြည့်ပါ။ |
ଜୁୟ୍ଲଃଗେ ସୟ୍ତାନାର୍ ସିଙ୍ଗାସଣ୍ ଆଚେ, ସେତି ତୁମିମଃନ୍ ବାସା କଃରୁଲାସ୍, ଇରି ମୁୟ୍ ଜାଣିଆଚି; ଅୟ୍ଲେକ୍ ହେଁ ତୁମିମଃନାର୍ ମର୍ ନାଉଁ ଉହ୍ରେ ଅଃଟୁଆ ବିସ୍ୱାସ୍ ଆଚେ, ଇବାନ୍ୟା କି ମର୍ ଗଟେକ୍ ବିସ୍ୱାସି ଦଃଙ୍ଗ୍ଳା ଆନ୍ତିପାକ୍ ସୟ୍ତାନ୍ ବାସା କଃର୍ତା ତଃୟ୍ ଜଃଡେବଃଳ୍ ମଃର୍ନେ ମାର୍ଲାୟ୍, ସଃଡେବଃଳ୍ ହେଁ ତୁମି ମର୍ ତଃୟ୍ ବିସ୍ୱାସ୍ କଃର୍ତାର୍ ଚାଡି ନଃରିଲାସ୍ ।
ମୁଁୟ୍ ତୁମାର୍ କାମ୍, କଃସ୍ଟ୍ ଆର୍ ସଃମ୍ବାଳ୍ତାର୍ ଜାଣିଆଚି; ଆରେକ୍ ମୁୟ୍ ଜାଣି ଆଚି, ତୁମି ଜେ ଦୁସ୍ଟ୍ମଃନାର୍ କାମ୍ ସଃମ୍ବାଳୁ ନଃହାରାସ୍ । ଆରେକ୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ପେରିତ୍ ଚେଲା ବଃଲି କଃଉତି, ମଃତର୍ ସଃତ୍କଃରି ସେମଃନ୍ ପେରିତ୍ ଚେଲା ନାୟ୍, ସେମଃନ୍କେ ତୁମି ପରିକ୍ୟା କଃରି ମିଚ୍ କଃଉତା ଲକ୍ମଃନ୍ ବଃଲି ହଃର୍ମାଣ୍ କଃରି ଆଚାସ୍ ।