ପ୍ରକାସିତ୍ 22:8 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ମୁୟ୍ ଜହନ୍, ଇ ସଃବୁ ବିସୟ୍ ନିଜେ ସୁଣିଆଚି ଆର୍ ଦଃକିଆଚି । ସଃବୁ ସୁଣ୍ଲା ଆର୍ ଦଃକ୍ଲା ହଃଚେ, ଜୁୟ୍ ଦୁତ୍ ମର୍ ତଃୟ୍ ସେରି ଜାଣାୟ୍ଲା, ତାର୍ ହାଦ୍ ତଃଳେ ଡୁଳି ତାକ୍ ଜୁଆର୍ କଃରୁକେ ଜାତି ରିଲେ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ8 ମୁଇ ଯୋହନ୍ ନିଜେ ଇରିସ୍ବୁ ଶୁଣି ଆଚି ଆର୍ ଦ୍କିଆଚି। ଆରେକ୍ ଜ୍ଡେବ୍ଳ୍ ମୁଇ ଦ୍କି ସ୍ର୍ଲେ ଆର୍ ଶୁଣି ସ୍ର୍ଲେ, ମକେ ଇସ୍ବୁ ଦ୍କାଇଲା ଦୂତାର୍ ହାଦ୍ତ୍ଳେ ଜୁଆର୍ କ୍ର୍ତାର୍ ହାଇଁ ଡୁଳ୍ଲେ। အခန်းကိုကြည့်ပါ။ |
ସେତାକ୍ ମୁୟ୍ ସେ ଦୁତ୍କେ ଜୁଆର୍ କଃରୁକେ ତାର୍ ହାଦ୍ ତଃଳେ ଡୁଳ୍ଲେ । ମଃତର୍ ସେ ମକ୍ କୟ୍ଲା, “ଜଃଗ୍ରାତ୍, ଇରଃକମ୍ କଃର୍ ନାୟ୍, ମୁୟ୍ ତର୍ ହର୍ ଆର୍ ତର୍ ବାୟ୍ମଃନାର୍ ହର୍ ଜିସୁର୍ ଗଟେକ୍ ଗତିଦଃଙ୍ଗ୍ଳା । ତୁମିମଃନାର୍ ହର୍ ମୁୟ୍ ହେଁ ଜିସୁ ଜାଣାୟ୍ଲା ସଃତ୍କେ ଦଃରିଆଚି । ଇସ୍ୱର୍କେ ହଃକା ହୁଜା କଃରା । ଜିସୁ ଜାଣାୟ୍ ରିଲା ସଃତ୍ ଆତ୍ମା ହଃକା ବାବ୍ବାଦିମଃନ୍କେ ସିକ୍ୟା ଦଃୟ୍ଦ୍ ।”