ପ୍ରକାସିତ୍ 22:5 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍5 ସେତି ଆରେକ୍ ରାତି ନୟେ ଆର୍ କୁପି କି ବେଳ୍ ଉଜାଳ୍ ସେମଃନାର୍ ଆରେକ୍ ଲଳା ନାୟ୍, କାୟ୍ତାକ୍ବଃଲେକ୍ ମାପ୍ରୁ ଇସ୍ୱର୍ ସେମଃନାର୍ ଉଜାଳ୍ ଅୟ୍ଦ୍ ଆର୍ ସେମଃନ୍ ରଃଜା ହର୍ ସଃବୁବଃଳ୍ ରାଇଜ୍ କଃର୍ତି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ5 ସେତି କ୍ବେ ଆରେକ୍ ରାତି ଅଇନ୍କେରେ। ଲକ୍ମ୍ନ୍ କୁପି କି ବେଳାର୍ ଉଜାଳ୍ ଆରେକ୍ ଦ୍ର୍କାର୍ ଅଇନ୍କେରେ। ମାପ୍ରୁ ଇଶ୍ଵର୍ ସେମ୍ନ୍କେ ଉଜାଳ୍ ଦ୍ଇଦ୍। ସେମ୍ନ୍ ର୍ଜାର୍ ହର୍ ସ୍ବୁବ୍ଳ୍ ରାଜ୍ କ୍ର୍ତି। အခန်းကိုကြည့်ပါ။ |
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।