ପ୍ରକାସିତ୍ 22:16 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍16 “ମୁୟ୍ଁ ଜିସୁ । ମଣ୍ଡ୍ଳିମଃନାର୍ ତଃୟ୍ ତୁମିମଃନାର୍ ନିକର୍ ଗିନେ ଇ ସଃବୁ ବିସୟ୍ ସାକି ଦେଉଁକ୍ ମର୍ ଦୁତ୍କେ ହଃଟାୟ୍ ଆଚି । ମୁୟ୍ ଦାଉଦ୍ ବଃଉଁସାର୍ । ମୁୟ୍ ସେ ଉଜାଳ୍ ସଃକାଳାର୍ ତାରା ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ16 “ମୁଇ ଯୀଶୁ, ମ୍ଣ୍ତଳିମ୍ନ୍କେ ଇ ସ୍ବୁ ଜାଣାଉତାର୍ ହାଇଁ ମର୍ ଦୂତ୍କେ ତୁମାର୍ ଲ୍ଗେ ହ୍ଟାଇ ଆଚି। ମୁଇ ଦାଉଦାର୍ ପରିବାରାର୍ ମୁଳ୍ ବ୍ଉଁଶାର୍। ମୁଇ ସେ ବର୍ ସ୍କାଳାର୍ ଉଜାଳ୍ ତାରା।” အခန်းကိုကြည့်ပါ။ |
“ଜଦି ତୁମିମଃନାର୍ କାନ୍ ଆଚେ, ତଃବେ ମଣ୍ଡ୍ଳିମଃନ୍କେ ପବିତ୍ର ଆତ୍ମା କାୟ୍ରି କଃଉଁଲି, ସେରି ସୁଣା । ଜେ ଜିଣେଦ୍, ତାକ୍ ମୁଁୟ୍ ଲୁକ୍ଣେ ରିଲା ମାନ୍ନା ଦଃୟ୍ନ୍ଦ୍ । ଆରେକ୍ ହେଁ ନଃଉଆଁ ନାଉଁ ଲେକା ଅୟ୍ରିଲା ଗଟେକ୍ ଦବ୍ ଟେଳା ସେମଃନ୍କେ ଦଃୟ୍ନ୍ଦ୍ ସେ ନଃଉଆଁ ନାଉଁ କାୟ୍ରି, ଟେଳା ଦଃର୍ତାର୍ ଲକ୍କେ ଚାଡି ବିନ୍ ଲକ୍ କେହେଁ ଜାଣୁ ନଃହାର୍ତି ।”