13 ମୁୟ୍ ହଃର୍ତୁ ଆର୍ ସଃରାସଃରି, ଆରୁମ୍ ଆର୍ ସେସ୍ ।”
13 ମୁଇ ଆଲ୍ପା ଆର୍ ଓମେଗା, ଆରାମ୍ ଆର୍ ସେସ୍।”
ଜଦି ଇସ୍ୱର୍ ତାର୍ତଃୟ୍ ଜଃଜ୍ମାନ୍ ଅୟ୍ଲା, ତଃବେ ଇସ୍ୱର୍ ହେଁ ତାକ୍ ଅଃହ୍ଣାର୍ ତଃୟ୍ ଜଃଜ୍ମାନ୍ କଃରେଦ୍, ଆରେକ୍ ଦାପେ ତାକ୍ ଜଃଜ୍ମାନ୍ କଃରେଦ୍ ।
ଗଟ୍ ଲକ୍ ମକ୍ କୟ୍ଲା, “ତୁୟ୍ ଜୁୟ୍ରି ଦଃକୁଲିସ୍, ସେରି ଗଟେକ୍ ପୁସ୍ତକ୍ ତଃୟ୍ ଲେକ୍, ଆର୍ ଏପିସିଏ, ସୁମର୍ନା, ପର୍ଗାମ୍, ତୁୟତିରା, ସାର୍ଦି, ପିଲାଦେଲ୍ପିଆ ଆର୍ ଲାଅଦିକିଆ ଇ ସାତ୍ଗଟ୍ ଗଃଳେ ରିଲା ମଣ୍ଡ୍ଳିମଃନ୍କେ ହଃଟାଉ ।”
ତାକ୍ ଦଃକି ମୁଁୟ୍ ମଃଲା ହର୍ ଅୟ୍ ତାର୍ ହାଦ୍ ତଃଳେ ଅଦୁର୍ଲେ । ସେତାକ୍ ସେ ମର୍ ଉହ୍ରେ ବୁଜ୍ଣି ଆତ୍ ସଃଙ୍ଗାୟ୍ କୟ୍ଲା, “ଡିର୍ ନାୟ୍, ମୁଁୟ୍ ହଃର୍ତୁ ଆର୍ ସେସ୍ ।
ମାପ୍ରୁ ସଃବ୍କେ ସଃକ୍ତିମାନ୍ ସେ ଇସ୍ୱର୍ କଃଉଁଲା, “ମୁଁୟ୍ ଆରୁମ୍ ଆର୍ ସେସ୍ ।” ସେ ଅଃବେ ଆଚେ, ହୁର୍ବେ ରିଲା ଆର୍ ସେ ଆସ୍ତା ଦିନ୍ ଆସେଦ୍ ।
“ସୁମର୍ନା ତଃୟ୍ ରିଲା ମଣ୍ଡ୍ଳିର୍ ଦୁତ୍କେ ଲେକ୍, ଜେ ହଃର୍ତୁ ଆର୍ ସେସ୍, ଜେ ମଃରି କଃରି ଆରେକ୍ ଜିବନ୍ ଅୟ୍ଲା, ସେ ଇରି କଃଉଁଲା,
ଆରେକ୍ ହେଁ ସେ କୟ୍ଲା, “କାମ୍ ସଃରି ଆଚେ । ମୁୟ୍ ହଃର୍ତୁ ଆର୍ ସଃରାସଃରି, ଆରୁମ୍ ଆର୍ ସେସ୍ । ଜାକେ ସସ୍ ଲାଗୁଲି, ଜିବନ୍ ହାଜ୍ରା ହାଣି ବାରାଉତା ତଃୟ୍ହୁଣି ବିନାମଲେ କାଉଁକେ ଦଃୟ୍ନ୍ଦ୍ ।
“ଲାଅଦିକିଆ ମଣ୍ଡ୍ଳିର୍ ଦୁତ୍କେ ଲେକ୍, ଜେ ସଃତ୍, ଜେ ବିସ୍ୱାସାର୍ ଜୟ୍ଗ୍ ଆର୍ ସଃତ୍ୟା ସାକି, ଜେ ଇସ୍ୱରାର୍ ଉବ୍ଜାଣାର୍ ଆରୁମ୍ । ସେ ଇରି କଃଉଁଲା ।