ପ୍ରକାସିତ୍ 21:8 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ମଃତର୍ ଜୁୟ୍ମଃନ୍ ଡିର୍କୁଳା, ଅବିସ୍ୱାସି, କଃରାବ୍ ଚାଲାଚାଲ୍ତି, ନଃର୍ ମାରୁ, ଦାରିକଃରୁ, ହାଙ୍ଗୁଣ୍ କଃରୁ, ମୁର୍ତି ହୁଜାକଃରୁ ଆର୍ ମିଚ୍ କଃଉତା ଲକ୍, ଇବାନ୍ୟା ସଃବୁ କଃରାବ୍ କାମ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃଲା ଟାଣ୍ ଆଚେ, ଗଃନ୍ଦକ୍ ସଃଙ୍ଗ୍ ଜୟ୍ ଲାଗ୍ତା କୁଣ୍ଡ୍ ସେତି ଆଚେ, ସେମଃନ୍ ଦୁୟ୍ତରାର୍ ମଃର୍ନ୍ ବୟ୍ଗ୍ କଃର୍ତି ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ8 ମ୍ତର୍ ଜୁଇ ଲକ୍ମ୍ନ୍ ଡିର୍କୁଣା, ଅବିସ୍ବାସି, ଗୁର୍ନା କ୍ର୍ତା ଲକ୍, ମାନାଇମାରୁ, ଦାରିକାମ୍ କ୍ର୍ତା ଲକ୍, ଜାଦୁ ମ୍ତର୍ କ୍ଉତାଲକ୍, ଆର୍ ମୁର୍ତି ହୁଜା କ୍ର୍ତା ଲକ୍, ଆର୍ ମିଚ୍କ୍ତା କ୍ଉତାଲକ୍ ସ୍ବ୍କେ ଲାଗ୍ତା ଗନ୍ଦ୍କ୍ ଜୟ୍ ଗାଡେ ଜାଗା ମିଳେଦ୍। ଇରିହ୍କା ଅମ୍ଲି ଦୁଇ ଲ୍ମବ୍ର୍ ମ୍ର୍ନ୍।” အခန်းကိုကြည့်ပါ။ |
ତୁମାର୍ ଉବାଦି ସୟ୍ତାନ୍, ତାର୍ ଇଚା ହଃର୍କାରେ ତାର୍ କାମ୍ କଃରୁକେ ତୁମାର୍ ମଃନ୍; ରାଜି ଉବୁଜ୍ଲା ଦିନ୍ ହୁଣି ସେ ନଃର୍ ମାରୁ ରିଲା, ଆର୍ ସେ କଃବେ ସଃତ୍ ବାଟ୍ୟା ନଃରେୟ୍, କାୟ୍ତାକ୍ବଃଲେକ୍ ତାର୍ ତଃୟ୍ ସଃତ୍ ନାୟ୍, ଜଃଡେବଃଳ୍ ସେ ମିଚ୍ କୟ୍ଦ୍, ସଃଡେବଃଳ୍ ସେ ନିଜାର୍ ତଃୟ୍ହୁଣି କୟ୍ଦ୍ । କାୟ୍ତାକ୍ବଃଲେକ୍ ସେ ମିଚ୍ ଆର୍ ସେ ସଃବୁ ମିଚୁଆମଃନାର୍ ଉବାସି ।
ସେ ଜୁଜ୍ତଃୟ୍ ଜଃତୁ ଆର୍ ତାର୍ ମୁଏଁ କାବା ଅଃଉତା କାମ୍ କଃର୍ତା ସେ ବଃମ୍ଳାଉତା ବାବ୍ବାଦି ଦଃରା ହଃଳି ବନ୍ଦି ଅୟ୍ଲାୟ୍ । ଜୁୟ୍ ଲକ୍ମଃନାର୍ ତଃୟ୍ ଜଃତୁର୍ ଚିନ୍ ରିଲି ଆର୍ ଜୁୟ୍ମଃନ୍ ତାର୍ ମୁର୍ତି କେ ସେବା କଃର୍ତି ରିଲାୟ୍, ଜଃତୁ ତାର୍ କାବା ଅଃଉତା କାମ୍ ତଃୟ୍ ସେମଃନ୍କେ ବାମ୍ଳାୟ୍ ରିଲି । ସେ ଜଃତୁ ଆର୍ ସେ ବମ୍ଳାଉତା ବାବ୍ବାଦି ଗଃନ୍ଦକ୍ ଜୟ୍କୁଣ୍ଡେ ଜିବନ୍ ଜିବନ୍ ହଃବ୍ଳାୟ୍ଲାୟ୍ ।
ମୁଁୟ୍ ତୁମାର୍ କାମ୍, କଃସ୍ଟ୍ ଆର୍ ସଃମ୍ବାଳ୍ତାର୍ ଜାଣିଆଚି; ଆରେକ୍ ମୁୟ୍ ଜାଣି ଆଚି, ତୁମି ଜେ ଦୁସ୍ଟ୍ମଃନାର୍ କାମ୍ ସଃମ୍ବାଳୁ ନଃହାରାସ୍ । ଆରେକ୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ପେରିତ୍ ଚେଲା ବଃଲି କଃଉତି, ମଃତର୍ ସଃତ୍କଃରି ସେମଃନ୍ ପେରିତ୍ ଚେଲା ନାୟ୍, ସେମଃନ୍କେ ତୁମି ପରିକ୍ୟା କଃରି ମିଚ୍ କଃଉତା ଲକ୍ମଃନ୍ ବଃଲି ହଃର୍ମାଣ୍ କଃରି ଆଚାସ୍ ।