ପ୍ରକାସିତ୍ 21:27 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍27 କାୟ୍ ହେଁ ବିଟାଳ୍ ଆସ୍ତି ଇତି ଆଣା ନୟେ । ବାନ୍ୟା କଃର୍ତା କାମେ ବୁଡ୍ଲା ଦୁସ୍ଟ୍ ଲକ୍ ଆର୍ ମିଚ୍ କଃଉତା ଲକ୍ମଃନ୍ ଇ ଗଃଳେ ହୁରୁ ନଃହାର୍ତି । ଜୁୟ୍ ଲକ୍ମଃନାର୍ ନାଉଁ ମେଣ୍ଡାହିଲାର୍ ଜିବନ୍ ପୁସ୍ତକ୍ ତଃୟ୍ ଲେକା ଅୟ୍ ରଃୟ୍ଦ୍, ସେମଃନ୍ ହଃକା ଇ ଗଃଳ୍ ବିତ୍ରେ ହୁରୁକ୍ ହାର୍ତି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ27 କାଇରି ହେଁ କ୍ରାପ୍ ଜିନିଷ୍ କି ଗୁର୍ନାକାମ୍ କ୍ର୍ତା ଲକ୍ ଆର୍ ମିଚ୍କ୍ତା କ୍ଉତାଲକ୍ ତାର୍ ବିତ୍ରେ ହୁରୁ ନ୍ହାର୍ତି। ମେଣ୍ଢା ଯେ କି ଯୀଶୁର୍ ନ୍ସେର୍ତା ଜୀବନ୍ ଦେତା ଶାସ୍ତର୍ ଲ୍ଗେ ନାଉଁ ଲେକା ଅଇରିଲା ଲକ୍ମ୍ନ୍ ହ୍କା ସେ ସ୍ହରେ ହୁରୁ ହାର୍ତି। အခန်းကိုကြည့်ပါ။ |
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।
ମଃତର୍ ଜୁୟ୍ମଃନ୍ ଡିର୍କୁଳା, ଅବିସ୍ୱାସି, କଃରାବ୍ ଚାଲାଚାଲ୍ତି, ନଃର୍ ମାରୁ, ଦାରିକଃରୁ, ହାଙ୍ଗୁଣ୍ କଃରୁ, ମୁର୍ତି ହୁଜାକଃରୁ ଆର୍ ମିଚ୍ କଃଉତା ଲକ୍, ଇବାନ୍ୟା ସଃବୁ କଃରାବ୍ କାମ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃଲା ଟାଣ୍ ଆଚେ, ଗଃନ୍ଦକ୍ ସଃଙ୍ଗ୍ ଜୟ୍ ଲାଗ୍ତା କୁଣ୍ଡ୍ ସେତି ଆଚେ, ସେମଃନ୍ ଦୁୟ୍ତରାର୍ ମଃର୍ନ୍ ବୟ୍ଗ୍ କଃର୍ତି ।”