ପ୍ରକାସିତ୍ 20:15 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍15 ଜୁୟ୍ ଲକ୍ମଃନାର୍ ନାଉଁ ଜିବନ୍ ସାସ୍ତର୍ ତଃୟ୍ ଲେକା ଅୟ୍ନଃରିଲି, ସେମଃନ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହିଙ୍ଗା ଅୟ୍ଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ15 ଜୁଇ ଲକ୍ମ୍ନ୍କାର୍ ନାଉଁ ସେ ନ୍ସେର୍ତା ଜୀବନ୍ ଶାସ୍ତର୍ ତ୍ଇ ଲେକା ଅଇନ୍ରିଲି, ସେମ୍ନ୍କେ ହେଁ ସେ ଲାଗ୍ତା ଜୟାର୍ ଗାଡେ ହିଙ୍ଗ୍ଲାଇ। အခန်းကိုကြည့်ပါ။ |
ସେ ଜୁଜ୍ତଃୟ୍ ଜଃତୁ ଆର୍ ତାର୍ ମୁଏଁ କାବା ଅଃଉତା କାମ୍ କଃର୍ତା ସେ ବଃମ୍ଳାଉତା ବାବ୍ବାଦି ଦଃରା ହଃଳି ବନ୍ଦି ଅୟ୍ଲାୟ୍ । ଜୁୟ୍ ଲକ୍ମଃନାର୍ ତଃୟ୍ ଜଃତୁର୍ ଚିନ୍ ରିଲି ଆର୍ ଜୁୟ୍ମଃନ୍ ତାର୍ ମୁର୍ତି କେ ସେବା କଃର୍ତି ରିଲାୟ୍, ଜଃତୁ ତାର୍ କାବା ଅଃଉତା କାମ୍ ତଃୟ୍ ସେମଃନ୍କେ ବାମ୍ଳାୟ୍ ରିଲି । ସେ ଜଃତୁ ଆର୍ ସେ ବମ୍ଳାଉତା ବାବ୍ବାଦି ଗଃନ୍ଦକ୍ ଜୟ୍କୁଣ୍ଡେ ଜିବନ୍ ଜିବନ୍ ହଃବ୍ଳାୟ୍ଲାୟ୍ ।
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।