ପ୍ରକାସିତ୍ 20:13 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍13 ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ13 ସ୍ମ୍ଦୁର୍ ବିତ୍ରେ ଜୁଇ ମ୍ଲା ଲକ୍ମ୍ନ୍ ରିଲାଇ, ସେମ୍ନ୍ ସେତି ରିଲାଇ। ମ୍ର୍ନ୍ ଜୁଇସ୍ବୁ ଲକ୍ ଦ୍ରିରିଲାଇ ଆର୍ ହାତାଳେ ରିଲା ମ୍ଲାଲକ୍ ସେତି ଆଇଲାଇ। ସ୍ବୁ ଲକ୍କେ ତାକାର୍ କାମାର୍ ଇସାବେ ବିଚାର୍ କ୍ରାଗ୍ଲି। အခန်းကိုကြည့်ပါ။ |
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।