ପ୍ରକାସିତ୍ 2:9 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍9 ମୁଁୟ୍ ତୁମାର୍ କଃସ୍ଟ୍ ଆର୍ ତୁମିମଃନ୍ ଗଃରିବ୍ ବଃଲି ଜାଣି, ମଃତର୍ ତୁମିମଃନ୍ ସଃତ୍କଃରି ଦଃନି ଆର୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ଜିଉଦି ବଃଲି କଃଉତି, ମଃତର୍ ସଃତ୍କଃରି ଜିଉଦି ନାୟ୍, ମଃତର୍ ସୟ୍ତାନ୍ ଦଃଳ୍, ସେମଃନ୍ ତୁମାର୍ ବିରଦେ ଲିନ୍ଦା କଃତା କଃଉଁଲାୟ୍ ବଃଲି ହେଁ ମୁଁୟ୍ ଜାଣି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ9 “ମୁଇ ତୁମାର୍ କ୍ଷ୍ଟ ଜାଣିନ୍ଦ୍। ମୁଇ ଜାଣି, ତୁମି ବେସି ଗ୍ରିବ୍, ମ୍ତର୍ ପର୍କୁତରେ ତୁମି ଦ୍ନି ଲକ୍। ତୁମାର୍ ବିରୁଦେ ଲିନ୍ଦାକ୍ତା କ୍ଉତାର୍ ମୁଇ ଶୁଣି ଆଚି, ସେ କ୍ରାପ୍ କ୍ତା କ୍ଉତାଲକ୍ ଯିହୁଦି ଲକ୍ମ୍ନ୍। ମ୍ତର୍ ସ୍ତ୍ ଯିହୁଦି ନାଇ। ସେମ୍ନ୍ ଶଇତାନାର୍ ଦ୍ଳାର୍ ଲକ୍। အခန်းကိုကြည့်ပါ။ |
ଜୁୟ୍ଲଃଗେ ସୟ୍ତାନାର୍ ସିଙ୍ଗାସଣ୍ ଆଚେ, ସେତି ତୁମିମଃନ୍ ବାସା କଃରୁଲାସ୍, ଇରି ମୁୟ୍ ଜାଣିଆଚି; ଅୟ୍ଲେକ୍ ହେଁ ତୁମିମଃନାର୍ ମର୍ ନାଉଁ ଉହ୍ରେ ଅଃଟୁଆ ବିସ୍ୱାସ୍ ଆଚେ, ଇବାନ୍ୟା କି ମର୍ ଗଟେକ୍ ବିସ୍ୱାସି ଦଃଙ୍ଗ୍ଳା ଆନ୍ତିପାକ୍ ସୟ୍ତାନ୍ ବାସା କଃର୍ତା ତଃୟ୍ ଜଃଡେବଃଳ୍ ମଃର୍ନେ ମାର୍ଲାୟ୍, ସଃଡେବଃଳ୍ ହେଁ ତୁମି ମର୍ ତଃୟ୍ ବିସ୍ୱାସ୍ କଃର୍ତାର୍ ଚାଡି ନଃରିଲାସ୍ ।
ମୁଁୟ୍ ତୁମାର୍ କାମ୍, କଃସ୍ଟ୍ ଆର୍ ସଃମ୍ବାଳ୍ତାର୍ ଜାଣିଆଚି; ଆରେକ୍ ମୁୟ୍ ଜାଣି ଆଚି, ତୁମି ଜେ ଦୁସ୍ଟ୍ମଃନାର୍ କାମ୍ ସଃମ୍ବାଳୁ ନଃହାରାସ୍ । ଆରେକ୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ପେରିତ୍ ଚେଲା ବଃଲି କଃଉତି, ମଃତର୍ ସଃତ୍କଃରି ସେମଃନ୍ ପେରିତ୍ ଚେଲା ନାୟ୍, ସେମଃନ୍କେ ତୁମି ପରିକ୍ୟା କଃରି ମିଚ୍ କଃଉତା ଲକ୍ମଃନ୍ ବଃଲି ହଃର୍ମାଣ୍ କଃରି ଆଚାସ୍ ।