28 ଆରେକ୍ ମୁଁୟ୍ ସେମଃନ୍କେ ସଃକାଳାର୍ ତାରା ଦଃୟ୍ନ୍ଦ୍ ।”
28 ଆରେକ୍, ମୁଇ ତାକେ ସ୍କାଳାର୍ ତାରା ହେଁ ଦ୍ଇନ୍ଦ୍।
ଇତାକ୍ ବାବ୍ବାଦିମଃନ୍ କୟ୍ରିଲା ବାବ୍ବାଣି ଅଃମିମଃନାର୍ ତଃୟ୍ ଅଃଦିକ୍ ଅଃଟୁଆ ଅୟ୍ଆଚେ, ତୁମିମଃନ୍ ସେରି ଜିଙ୍ଗ୍ଜିଙ୍ଗା ଅଃନ୍ଦାର୍ ଟାଣେ କଃଚ୍ତା କୁପି ହର୍ ମଃନେ ବାବି ଉଜାଳ୍ ନଃହାଉତା ହଃତେକ୍ ଆର୍ ତୁମିମଃନାର୍ ମଃନେ ହାଉଁତିଆ ତାରା ନଃଉଦ୍ତା ହଃତେକ୍ ତାକେ ମଃନ୍ ଦିଆନ୍ କଃଲେକ୍ ନିକ ଅୟ୍ଦ୍ ।
ଏ ଲାଡାର୍ ବାୟ୍ବେଣିମଃନ୍ ଅଃବେ ଅଃମିମଃନ୍ ଇସ୍ୱରାର୍ ହିଲାମଃନ୍ ଆର୍ ଅଃମିମଃନ୍ କଃନ୍ ଅଃଉଁନ୍ଦ୍ ସେରି ଅଃବେ ହଃତେକ୍ ଜାଣା ନଃହେଳେତା ଅଃମିମଃନ୍ ଜାଣୁଲୁ ଜେ, ସେ ଜଃଡେବଃଳ୍ ଆସେଦ୍ ସଃଡେବଃଳ୍ ଅଃମିମଃନ୍ ତାର୍, ହର୍ ଅଃଉଁନ୍ଦ୍, ବଃଲେକ୍ ସେ ଜଃନ୍କାର୍ ଅଃମିମଃନ୍ ସେନ୍ହର୍ ତାକ୍ ଦଃକୁନ୍ଦ୍
“ମୁୟ୍ଁ ଜିସୁ । ମଣ୍ଡ୍ଳିମଃନାର୍ ତଃୟ୍ ତୁମିମଃନାର୍ ନିକର୍ ଗିନେ ଇ ସଃବୁ ବିସୟ୍ ସାକି ଦେଉଁକ୍ ମର୍ ଦୁତ୍କେ ହଃଟାୟ୍ ଆଚି । ମୁୟ୍ ଦାଉଦ୍ ବଃଉଁସାର୍ । ମୁୟ୍ ସେ ଉଜାଳ୍ ସଃକାଳାର୍ ତାରା ।”