ପ୍ରକାସିତ୍ 2:19 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍19 ମୁଁୟ୍ ତୁମାର୍ କାମ୍, ଲାଡ୍, ବିସ୍ୱାସ୍, ସେବା ଆର୍ ସଃମ୍ବାଳ୍ତାର୍ ଜାଣି, ଆରେକ୍ ତୁମାର୍ ହୁର୍ବାର୍ କାମ୍ମଃନାର୍ ତଃୟ୍ହୁଣି ଅଃବାର୍ କାମ୍ ଜେ ଅଃଦିକ୍, ଇରି ହେଁ ଜାଣି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ19 ମୁଇ ତୁମାର୍ କାମ୍ ବିଷୟେ ଜାଣି, ମୁଇ ତୁମାର୍ ଲାଡ୍, ବିଶ୍ବାସ୍, ସେବା, ଆର୍ ସାସ୍ ବିଷୟେ ହେଁ ଜାଣି। ମୁଇ ଜାଣି ତୁମି ଆରାମେ କ୍ରିରିଲା କାମେ ହ୍ଣି ଅଦିକ୍ କାମ୍ କ୍ରୁଲାସ୍। အခန်းကိုကြည့်ပါ။ |
ମଃତର୍ ଅଃବେ ତିମତି ତୁମାର୍ ଲଃଗେ ହୁଣି ଅଃମିମଃନାର୍ ଲଃଗେ ବାଉଳି ଆସିଆଚେ, ଆର୍ ସେ ତୁମାର୍ ବିସ୍ୱାସ୍ ଆର୍ ଲାଡ୍ ବିସୟେ ସଃର୍ଦାର୍ କବୁର୍ ଆଣିଆଚେ । ସେ ଅଃମିମଃନ୍କେ ଜାଣାୟ୍ ଆଚେ, ତୁମିମଃନ୍କେ ସଃବୁବଃଳ୍ ଅଃମାର୍ ନିକ ଚିତା କଃରୁଲାସ୍ ଆର୍ ଅଃମିମଃନ୍ ଜଃନ୍କଃରି ତୁମିକେ ଦଃକୁକ୍ ମଃନ୍ କଃରୁଲୁ, ତୁମିମଃନ୍ ହେଁ ସେବାନ୍ୟା ଅଃମିମଃନ୍ ଦଃକୁକ୍ ମଃନ୍ କଃରୁଲାସ୍ ।
ଜୁୟ୍ଲଃଗେ ସୟ୍ତାନାର୍ ସିଙ୍ଗାସଣ୍ ଆଚେ, ସେତି ତୁମିମଃନ୍ ବାସା କଃରୁଲାସ୍, ଇରି ମୁୟ୍ ଜାଣିଆଚି; ଅୟ୍ଲେକ୍ ହେଁ ତୁମିମଃନାର୍ ମର୍ ନାଉଁ ଉହ୍ରେ ଅଃଟୁଆ ବିସ୍ୱାସ୍ ଆଚେ, ଇବାନ୍ୟା କି ମର୍ ଗଟେକ୍ ବିସ୍ୱାସି ଦଃଙ୍ଗ୍ଳା ଆନ୍ତିପାକ୍ ସୟ୍ତାନ୍ ବାସା କଃର୍ତା ତଃୟ୍ ଜଃଡେବଃଳ୍ ମଃର୍ନେ ମାର୍ଲାୟ୍, ସଃଡେବଃଳ୍ ହେଁ ତୁମି ମର୍ ତଃୟ୍ ବିସ୍ୱାସ୍ କଃର୍ତାର୍ ଚାଡି ନଃରିଲାସ୍ ।