ପ୍ରକାସିତ୍ 2:13 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍13 ଜୁୟ୍ଲଃଗେ ସୟ୍ତାନାର୍ ସିଙ୍ଗାସଣ୍ ଆଚେ, ସେତି ତୁମିମଃନ୍ ବାସା କଃରୁଲାସ୍, ଇରି ମୁୟ୍ ଜାଣିଆଚି; ଅୟ୍ଲେକ୍ ହେଁ ତୁମିମଃନାର୍ ମର୍ ନାଉଁ ଉହ୍ରେ ଅଃଟୁଆ ବିସ୍ୱାସ୍ ଆଚେ, ଇବାନ୍ୟା କି ମର୍ ଗଟେକ୍ ବିସ୍ୱାସି ଦଃଙ୍ଗ୍ଳା ଆନ୍ତିପାକ୍ ସୟ୍ତାନ୍ ବାସା କଃର୍ତା ତଃୟ୍ ଜଃଡେବଃଳ୍ ମଃର୍ନେ ମାର୍ଲାୟ୍, ସଃଡେବଃଳ୍ ହେଁ ତୁମି ମର୍ ତଃୟ୍ ବିସ୍ୱାସ୍ କଃର୍ତାର୍ ଚାଡି ନଃରିଲାସ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ13 ମୁଇ ଜାଣିନ୍ଦ୍ ଯେ, ଶଇତାନାର୍ ରାଜ୍ଗାଦି ଜୁଇତି ଆଚେ, ସେ ସ୍ହରେ ତୁମି ବାସା କ୍ରୁଲାସ୍। ତ୍ନ୍ଅଇଲେକ୍ ହେଁ ତୁମି ମର୍ହାଇଁ ସ୍ତ୍ରେ ଆଚାସ୍ ଅନ୍କ୍ରି କି, ଶଇତାନ୍ ବାସା କ୍ର୍ତେରିଲା ସେ ସ୍ହରେ ମର୍ ବିଶ୍ବାସ୍ର୍ ସାକ୍ଷି ଆନ୍ତିପାକେ ମ୍ର୍ନେ ମାର୍ତା ସ୍ମୟେ ହେଁ ତୁମି ମର୍ଲ୍ଗେ ବିଶ୍ବାସ୍ କ୍ରୁଲାସ୍ ମ୍ନାକ୍ରି ନ୍ରିଲାସ୍। အခန်းကိုကြည့်ပါ။ |
ମୁଁୟ୍ ତୁମାର୍ କାମ୍, କଃସ୍ଟ୍ ଆର୍ ସଃମ୍ବାଳ୍ତାର୍ ଜାଣିଆଚି; ଆରେକ୍ ମୁୟ୍ ଜାଣି ଆଚି, ତୁମି ଜେ ଦୁସ୍ଟ୍ମଃନାର୍ କାମ୍ ସଃମ୍ବାଳୁ ନଃହାରାସ୍ । ଆରେକ୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ପେରିତ୍ ଚେଲା ବଃଲି କଃଉତି, ମଃତର୍ ସଃତ୍କଃରି ସେମଃନ୍ ପେରିତ୍ ଚେଲା ନାୟ୍, ସେମଃନ୍କେ ତୁମି ପରିକ୍ୟା କଃରି ମିଚ୍ କଃଉତା ଲକ୍ମଃନ୍ ବଃଲି ହଃର୍ମାଣ୍ କଃରି ଆଚାସ୍ ।