ପ୍ରକାସିତ୍ 19:5 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍5 ତାର୍ହଃଚେ ଇସ୍ୱରାର୍ ସିଙ୍ଗାସଣେ ହୁଣି ଗଟେକ୍ ସଃବଦ୍ ସୁଣା ଅୟ୍ଲି, “ଏ ଇସ୍ୱରାର୍ ଗତିଦଃଙ୍ଗ୍ଳା ଆର୍ ସେବା କଃରୁମଃନ୍, ତାକ୍ ଡିର୍ତା ସାନ୍ ଆର୍ ବଃଡ୍ ଲକ୍ମଃନ୍, ସଃବୁ ଲକ୍ ତାର୍ ଗୁଣ୍ଗିତ୍ କଃଉଆ ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ5 ତାର୍ ହ୍ଚେ ରାଜ୍ଗାଦି ତ୍ଇହ୍ଣି ଗଟେକ୍ ବ୍ଡ୍ ସ୍ବଦ୍ ଆଇଲି। ସେ କଇଲା, “ଏ ଇଶ୍ଵରାର୍ ଦାସ୍ମ୍ନ୍, ଏ ତାକେ ଡିର୍ତା ସାନ୍ ବ୍ଡ୍ ସ୍ବୁ ଲକ୍ମ୍ନ୍, ତାର୍ ମଇମା କ୍ରା।” အခန်းကိုကြည့်ပါ။ |
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।