ପ୍ରକାସିତ୍ 19:16 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍16 ତାର୍ ବଃସ୍ତର୍ ଉହ୍ରେ ଆର୍ ଜଃଙ୍ଗେ ଇ ନାଉଁ ଲେକା ଅୟ୍ରିଲି, “ରଃଜା ମଃନାର୍ ରଃଜା ଆର୍ ମାପ୍ରୁ ମଃନାର୍ ମାପ୍ରୁ ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ16 ତାର୍ ହ୍ଚିଆଇ ଆର୍ ଜ୍ଙ୍ଗେ ଇରି ଲେକା ରିଲି, “ର୍ଜାମ୍ନ୍କାର୍ ର୍ଜା ଆର୍ ମାପ୍ରୁ ମ୍ନ୍କାର୍ ମାପ୍ରୁ।” အခန်းကိုကြည့်ပါ။ |
“ଜଦି ତୁମିମଃନାର୍ କାନ୍ ଆଚେ, ତଃବେ ମଣ୍ଡ୍ଳିମଃନ୍କେ ପବିତ୍ର ଆତ୍ମା କାୟ୍ରି କଃଉଁଲି, ସେରି ସୁଣା । ଜେ ଜିଣେଦ୍, ତାକ୍ ମୁଁୟ୍ ଲୁକ୍ଣେ ରିଲା ମାନ୍ନା ଦଃୟ୍ନ୍ଦ୍ । ଆରେକ୍ ହେଁ ନଃଉଆଁ ନାଉଁ ଲେକା ଅୟ୍ରିଲା ଗଟେକ୍ ଦବ୍ ଟେଳା ସେମଃନ୍କେ ଦଃୟ୍ନ୍ଦ୍ ସେ ନଃଉଆଁ ନାଉଁ କାୟ୍ରି, ଟେଳା ଦଃର୍ତାର୍ ଲକ୍କେ ଚାଡି ବିନ୍ ଲକ୍ କେହେଁ ଜାଣୁ ନଃହାର୍ତି ।”