ପ୍ରକାସିତ୍ 19:1 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍1 ଇତାର୍ ହଃଚେ ମୁୟ୍ ଜାୟ୍ରି ସୁଣୁଲେ, ସେରି ସଃର୍ଗାର୍ ଗଟ୍ ଅଲେକାର୍ ଲକ୍ମଃନ୍ଦାର୍ କାଲାହୁଲିର୍ ସଃବ୍ଦ୍ ହର୍ ଲାଗ୍ତି ରିଲି । ସେମଃନ୍ କଃଉତି ରିଲାୟ୍, “ଇସ୍ୱରାର୍ ସ୍ତୁତି କଃରା । ଅଃମାର୍ ଇସ୍ୱର୍ ମୁକ୍ତି, ଜଃଜ୍ମାନ୍ ଆର୍ ସଃକ୍ତିର୍ ଅଃଦିକାରି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ1 ତାର୍ ହ୍ଚେ ମୁଇ ସ୍ର୍ଗେ ବେସିଲକାର୍ ସ୍ବଦ୍ ହର୍ ଗଟେକ୍ ସ୍ବଦ୍ ଶୁଣ୍ଲେ। ସେମ୍ନ୍ କ୍ଉତେ ରିଲାଇ, ହାଲେଲୁୟା, ଉଦାର୍, ମଇମା, ଆର୍ ଶ୍କ୍ତି ଅମାର୍ମ୍ନ୍କାର୍ ଇଶ୍ଵରାର୍। အခန်းကိုကြည့်ပါ။ |
ସଃଡେବଃଳ୍ ମୁୟ୍ଁ ସଃର୍ଗେ ଇ ବଃଡ୍ ଟଣ୍ଡ୍ ସୁଣ୍ଲେ, ଅଃବେ ଅଃମିମଃନାର୍ ଇସ୍ୱରାର୍ ମୁକ୍ତି, ସଃକାତ୍ ଆର୍ ରାଇଜ୍ ଆରେକ୍ ତାର୍ କ୍ରିସ୍ଟର୍ ଅଃଦିକାର୍ ଆସିଆଚେ, କାୟ୍ତାକ୍ବଃଲେକ୍ ଅଃମିମଃନାର୍ ବାୟ୍ବେଣିମଃନାର୍ ଲିନ୍ଦାକଃରୁ, ଜେ ଦିନ୍ ରାତି ସେମଃନାର୍ ବିରଦେ ଅଃମାର୍ ଇସ୍ୱରାର୍ ଚଃମେ ଅଃମାର୍ ଦଃସ୍ କଃଉତିରିଲି, ସେ ତଃଳେ ହଃକା ଅୟ୍ଆଚେ ।