5 ସେମଃନାର୍ ଟଣ୍ଡେ କାୟ୍ ହେଁ ମିଚ୍ କଃତା ନାୟ୍, ସେମଃନ୍ ନିର୍ଦସି ।
5 ସେମ୍ନ୍ କ୍ବେ ମିଚ୍ କଇ ନ୍କେର୍ତି, ସେମ୍ନ୍ ସ୍ବୁବ୍ଳ୍ ନିର୍ଦଷି।
ରେ ନାଗ୍ ସାହ୍ ଆର୍ ତାର୍ ବଃଉଁସ୍ମଃନ୍, ତୁମିମଃନ୍ ଦୁସ୍ଟ୍ ଅୟ୍କଃରି କଃନ୍କଃରି ସଃତ୍ କଃତା କଃଉ ହାରାସ୍ ? କାୟ୍ତାକ୍ବଃଲେକ୍ ଗଃର୍ବ୍ ବିତ୍ରେ ଜାୟ୍ରି ରଃୟ୍ଦ୍, ସେରି ଟଣ୍ଡ୍ କୟ୍ଦ୍ ।
ସେତାକ୍ ପିଲାତ ବଃଡ୍ ଜାଜକ୍ ଆର୍ ଲକ୍ମଃନ୍କେ କୟ୍ଲା, “ମୁୟ୍ଁ ଇମାନାୟ୍ର୍ ତଃୟ୍ କାୟ୍ ଦଃସ୍ ହେଁ ନଃହାଉଁଲେ ।”
ଜିସୁ ନିତନିଏଲ୍କେ ଅଃହ୍ଣାର୍ ଚଃମେ ଆସ୍ତାର୍ ଦଃକି, ସେ ତାର୍ କଃତା କୟ୍ଲା, “ଏଦେ ଦଃକା ନିଜ୍କଃରି ଏ ଗଟେକ୍ ଇସ୍ରାଏଲ୍ ଲକ୍, ଆର୍ ତଃୟ୍ ମିଚ୍ମଃୟା ନାୟ୍ ।”
ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା ।
ମଃତର୍ ଅଃବେ ଇସ୍ୱର୍ ତୁମିମଃନ୍କେ ହେଁ ଅଃହ୍ଣାର୍ ମୁଏଁ ନିର୍ମୁଳ୍, ଲିନ୍ଦା ନଃହାୟ୍ଲାର୍ ଆର୍ ନିର୍ଦସି କଃରି ତାହୁନ୍ କଃରୁକେ କ୍ରିସ୍ଟର୍ ମାସାର୍ ଗଃଗାଳେ ମଃଲାକେ ତୁମିମଃନ୍କେ ଆରେକ୍ ନିଜାର୍ ସଃଙ୍ଗ୍ ମିସାୟ୍ ଆଚେ ।
ତଃବେ ଜୁୟ୍ କ୍ରିସ୍ଟ ସଃବୁବଃଳ୍ ଆତ୍ମାର୍ ଦଃୟ୍ ଅଃହ୍ଣାକ୍ ଦାଗ୍ ନୟ୍ଲା ହୁଜା ହର୍ ଇସ୍ୱରାର୍ ଚଃମେ ଟେକି ଦିଲା, ତାର୍ ବଃନି କଃତେକ୍ ଅଃଦିକ୍ ଅଃମାର୍ ଇସ୍ୱରାର୍ ସେବା କଃରୁକେ ମଃଲା କାମେ ହୁଣି ଅଃମାର୍ ମଃନ୍କେ ନିର୍ମୁଳ୍ ନଃକେରେ ।
ମଃତର୍ କୁନ୍ ନୟ୍ଲାର୍ ଆର୍ ନିର୍ଦସି ମେଣ୍ଡାହିଲାର୍ ହର୍ କ୍ରିସ୍ଟର୍ ବଃଡେ ମଲାର୍ ବଃନିଏ ମୁକ୍ଳି ଆଚାସ୍ ।
ସେ କାୟ୍ ହାହ୍ ହେଁ ନଃକେଲା, କି ତାର୍ ମୁଏଁ କାୟ୍ ମିଚ୍ କଃତା ନଃରିଲି ।
ସାସ୍ତରେ ଲେକା ଆଚେ, “ଜଦି ଜେ ଜିବନେ ସୁକ୍ ବୟ୍ଗ୍ କଃରୁକେ ଆର୍ ସୁକାର୍ ଦିନ୍ ଦଃକୁକ୍ ମଃନ୍ କଃରେଦ୍, ସେ କଃରାବ୍ କଃତାୟ୍ ଅଃହ୍ଣାର୍ ଜିବ୍କେ ଆର୍ ଦଃର୍ମ ଜଃଟ୍ତା କଃତାୟ୍ ହୁଣି ଅଃହ୍ଣାର୍ ଟଣ୍ଡ୍କେ ମଦା କଃର ।
ଜେ ତୁମିକେ ଅଦୁର୍ଲାର୍ ତଃୟ୍ହୁଣି ବଚାଉଁକ୍ ଆର୍ ଅଃହ୍ଣାର୍ ଜଃଜ୍ମାନାର୍ ମୁଏଁ ନିର୍ଦସି ଆର୍ ସଃର୍ଦା କଃରି ଟିଆ କଃରୁକେ ସଃକ୍ତି ଆଚେ ।