ପ୍ରକାସିତ୍ 13:16 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍16 ଆର୍ ସେ ସାନ୍ ଆର୍ ବଃଡ୍, ମାଜନ୍ ଆର୍ ଗଃରିବ୍; ଗତିଦଃଙ୍ଗ୍ଳା ଲକ୍ ଆର୍ ଗତି ଦଃଙ୍ଗ୍ଳା ନଃକେଟ୍ତା ଲକ୍ ସଃବ୍କେ ସେମଃନାର୍ କାତା ଆତେ ନୟ୍ଲେକ୍ କାହାଳେ ଗଟେକ୍ ଚିନ୍ ଦଃରୁକ୍ ବଃଳ୍ମାଡ୍ କଃଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ16 ଦୁଇ ଲ୍ମବ୍ର୍ ପଶୁ ସ୍ବୁ ଲକ୍ମ୍ନ୍କେ ସାନ୍ ଆର୍ ବ୍ଡ୍, ଦ୍ନି ଆର୍ ଗ୍ରିବ୍, ସ୍ବାଦିନ୍ ଆର୍ ବନ୍ଦି ସ୍ବୁଲକ୍କେ କାତା ଆତେ ନ୍ଇଲେକ୍ କାହାଳେ ଗଟେକ୍ ଚିନ୍ କ୍ରୁକେ ଜ୍ବର୍ ଦସ୍ତି କ୍ରେଦ୍। အခန်းကိုကြည့်ပါ။ |
ସେ ଜୁଜ୍ତଃୟ୍ ଜଃତୁ ଆର୍ ତାର୍ ମୁଏଁ କାବା ଅଃଉତା କାମ୍ କଃର୍ତା ସେ ବଃମ୍ଳାଉତା ବାବ୍ବାଦି ଦଃରା ହଃଳି ବନ୍ଦି ଅୟ୍ଲାୟ୍ । ଜୁୟ୍ ଲକ୍ମଃନାର୍ ତଃୟ୍ ଜଃତୁର୍ ଚିନ୍ ରିଲି ଆର୍ ଜୁୟ୍ମଃନ୍ ତାର୍ ମୁର୍ତି କେ ସେବା କଃର୍ତି ରିଲାୟ୍, ଜଃତୁ ତାର୍ କାବା ଅଃଉତା କାମ୍ ତଃୟ୍ ସେମଃନ୍କେ ବାମ୍ଳାୟ୍ ରିଲି । ସେ ଜଃତୁ ଆର୍ ସେ ବମ୍ଳାଉତା ବାବ୍ବାଦି ଗଃନ୍ଦକ୍ ଜୟ୍କୁଣ୍ଡେ ଜିବନ୍ ଜିବନ୍ ହଃବ୍ଳାୟ୍ଲାୟ୍ ।
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।