ପ୍ରକାସିତ୍ 11:3 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍3 ଆର୍ ଅଃମି ଅଃମାର୍ ଜଳେକ୍ ସାକିକ୍ ଅଃଦିକାର୍ ଦେଉଁନ୍ଦ୍ ଜେ, ସେମଃନ୍ ବାସ୍ତାର୍ ବଃସ୍ତର୍ ହିନ୍ଦିକଃରି ୧,୨୬୦ ବିନ୍ ହଃତେକ୍ ବାବ୍ବାଣି କଃଉତି ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ3 ମୁଇ ମର୍ ଦୁଇଲକ୍ ସାକିକେ ଶ୍କ୍ତି ଦ୍ଇନ୍ଦ୍ ସେମ୍ନ୍ ବାରଶ ସାଟେ ଦିନ୍ ହ୍ତେକ୍ ମର୍ ସ୍ତ୍ ବାକ୍ୟ ପର୍ଚାର୍ କ୍ରି ବୁଲ୍ତି। အခန်းကိုကြည့်ပါ။ |
“ଚି ! ଦଃଣ୍ଡାର୍ ଜୟ୍ଗ୍ କରାଜିନ୍ ତର୍ ଦଃସା କି ବୟଃଙ୍କାର୍ ଅୟ୍ଦ୍, ଚି ! ଦଃଣ୍ଡାର୍ ଜୟ୍ଗ୍ ବେତ୍ସାଇଦା ତର୍ ଦଃସା ହେଁ କି ବୟଃଙ୍କାର୍ ଅୟ୍ଦ୍, କାୟ୍ତାକ୍ବଃଲେକ୍ ତୁମିମଃନାର୍ ତଃୟ୍ ଜୁୟ୍ ଜୁୟ୍ ସଃକ୍ତିର୍ କାମ୍ କଃରା ଅୟ୍ଆଚେ, ସେ ସଃବୁ ଜଦି ସର୍ ଆର୍ ସିଦନେ କଃରା ଅୟ୍ରିଲେକ୍, ସେମଃନ୍ କଃତେକ୍ କାଳ୍ ଆଗ୍ତୁ ବାସ୍ତା ହିନ୍ଦି ଚାରେ ବଃସି ମଃନ୍ ବାଦ୍ଲାୟ୍ ହାହ୍ ଚାଡି ରିଲାୟ୍ହୁଣି ।
ସେତାକ୍ ମୁୟ୍ ସେ ଦୁତ୍କେ ଜୁଆର୍ କଃରୁକେ ତାର୍ ହାଦ୍ ତଃଳେ ଡୁଳ୍ଲେ । ମଃତର୍ ସେ ମକ୍ କୟ୍ଲା, “ଜଃଗ୍ରାତ୍, ଇରଃକମ୍ କଃର୍ ନାୟ୍, ମୁୟ୍ ତର୍ ହର୍ ଆର୍ ତର୍ ବାୟ୍ମଃନାର୍ ହର୍ ଜିସୁର୍ ଗଟେକ୍ ଗତିଦଃଙ୍ଗ୍ଳା । ତୁମିମଃନାର୍ ହର୍ ମୁୟ୍ ହେଁ ଜିସୁ ଜାଣାୟ୍ଲା ସଃତ୍କେ ଦଃରିଆଚି । ଇସ୍ୱର୍କେ ହଃକା ହୁଜା କଃରା । ଜିସୁ ଜାଣାୟ୍ ରିଲା ସଃତ୍ ଆତ୍ମା ହଃକା ବାବ୍ବାଦିମଃନ୍କେ ସିକ୍ୟା ଦଃୟ୍ଦ୍ ।”
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।