ପ୍ରକାସିତ୍ 11:15 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍15 ସାତ୍ ଲଃମ୍ବର୍ ଦୁତ୍ ତୁରି ବାଜାୟ୍ଲା ଦାହ୍ରେ ସଃର୍ଗେ ବଃଡ୍ ସଃବ୍ବ୍ଦ୍ ସଃଙ୍ଗ୍ ଇ କଃତା ଆୟ୍ଲି, “ଜଃଗତ୍ ଉହ୍ରେ ରାଜ୍ ଅଃମିମଃନାର୍ ମାପ୍ରୁର୍ ଆର୍ ତାର୍ କ୍ରିସ୍ଟର୍ ଆତେ ଦିଆ ଅୟ୍ଆଚେ, ଆର୍ ସେ ଜୁଗେଜୁଗେ ରାଜ୍ କଃରେଦ୍ ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ15 ସାତ୍ ଲମ୍ବର୍ ଦୂତ୍ ମରି ହୁକ୍ଲାକ୍, ସ୍ର୍ଗେ ହ୍ଣି ଇ ସ୍ବଦ୍ ଶୁଣା ଗ୍ଲି “ଜଗତ୍ ଅବେ ଅମାର୍ ମାପ୍ରୁ ଆର୍ ତାର୍ ଖ୍ରୀଷ୍ଟର୍ ରାଇଜ୍ ଅଇଆଚେ ଆର୍ ସେ ସ୍ବୁଦିନାର୍ ହାଇଁ ରାଜ୍ କ୍ରେଦ୍।” အခန်းကိုကြည့်ပါ။ |
ସଃଡେବଃଳ୍ ମୁୟ୍ଁ ସଃର୍ଗେ ଇ ବଃଡ୍ ଟଣ୍ଡ୍ ସୁଣ୍ଲେ, ଅଃବେ ଅଃମିମଃନାର୍ ଇସ୍ୱରାର୍ ମୁକ୍ତି, ସଃକାତ୍ ଆର୍ ରାଇଜ୍ ଆରେକ୍ ତାର୍ କ୍ରିସ୍ଟର୍ ଅଃଦିକାର୍ ଆସିଆଚେ, କାୟ୍ତାକ୍ବଃଲେକ୍ ଅଃମିମଃନାର୍ ବାୟ୍ବେଣିମଃନାର୍ ଲିନ୍ଦାକଃରୁ, ଜେ ଦିନ୍ ରାତି ସେମଃନାର୍ ବିରଦେ ଅଃମାର୍ ଇସ୍ୱରାର୍ ଚଃମେ ଅଃମାର୍ ଦଃସ୍ କଃଉତିରିଲି, ସେ ତଃଳେ ହଃକା ଅୟ୍ଆଚେ ।
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।