14 ଦୁୟ୍ ଲଃମ୍ବର୍ ବିପ୍ତି ଗଃଲି; ଦଃକା, ତିନି ଲଃମ୍ବର୍ ବିପ୍ତି ବେଗି ଆସୁଲି ।
14 ଦୁଇଲମ୍ବର୍ ଡ୍ଣ୍ଡ୍ ଗ୍ଲି, ତିନ୍ ଲମ୍ବର୍ ଡ୍ଣ୍ଡ୍ ବେଗି ଆସୁଲି।
ତାର୍ହଃଚେ ମୁୟ୍ଁ ସଃର୍ଗେ ଆରେକ୍ ଗଟେକ୍ ବଃଡେ ବୟଃଙ୍କାର୍ ଚିନ୍ ଦଃକ୍ଲେ, ସାତ୍ଗଟ୍ ଦୁତ୍, ସେମଃନାର୍ ଆତେ ସାତ୍ଗଟ୍ ମଃର୍ଡି, କାୟ୍ତାକ୍ବଃଲେକ୍ ଇ ମଃର୍ଡିମଃନାର୍ ଇସ୍ୱରାର୍ ସଃରାସଃରି ରିସା ।
ହଃଚେ ମୁଁୟ୍ ଦଃକ୍ଲେ, ଆର୍ ଅଃଗାସାର୍ ମଃଜି ବାଗେ ଉଡ୍ତିରିଲା ଗଟେକ୍ ରାବଣ୍ ଚେଳେ ଉଲ୍ଗାଟ୍ ଅୟ୍ ଇରି କଃଉତି ରିଲାର୍ ସୁଣ୍ଲେ, ଚି ! ଚି ! ଚି ! ହୁର୍ତିବିର୍ ଦୁକ୍ ହାଉତା ଲକ୍ମଃନ୍, କାୟ୍ତାକ୍ବଃଲେକ୍ ଆରେକ୍ ତିନି ଗଟ୍ ଦୁତ୍ ତୁରି ସଃବ୍ଦ୍ କଃରୁକେ ଜଃଉଁଲାୟ୍ ।
ହଃର୍ତୁ ବଃଡେ ବିପ୍ତି ଗଃଲି, ଦଃକା, ଇତାର୍ହଃଚେ ଆରେକ୍ ଜଳେକ୍ ବିପ୍ତି ଆସୁଲି ।