ପ୍ରକାସିତ୍ 1:9 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍9 ମୁୟ୍ ଜହନ୍, ତୁମାର୍ ଗଟେକ୍ ବାୟ୍, ଜିସୁର୍ ଚେଲା ହର୍ ତାର୍ ରାଇଜାର୍ ଲକ୍ମଃନାର୍ ଉହ୍ରେ ଅଃଉତା ତାଳ୍ନା ସାସ୍ ସଃଙ୍ଗ୍ ସଃମ୍ବାଳୁକ୍ ମୁୟ୍ ତୁମିମଃନାର୍ ଗଟେକ୍ ବାଗିଦାରି । ଜିସୁ ଜାଣାୟ୍ରିଲା ସଃତ୍ ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃରି ରିଲାକ୍ ମକ୍ ପାତ୍ମସ୍ ନାଉଁଆର୍ ସଃମ୍ନ୍ଦ୍ ମଃଜିର୍ ବୁଏଁ ନିଆ ଗଃଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ9 ଯୀଶୁର୍ ଦୁକ୍ ବଗ୍ଲା ରାଇଜ୍ ଆର୍ ସାସେ ତୁମାର୍ମ୍ନ୍କାର୍ ବାଇ ମୁଇ ଯୋହନ୍, ଇଶ୍ଵରାର୍ ବାକ୍ୟ ପର୍ଚାର୍ ଆର୍ ଯୀଶୁର୍ ସାକି ଅଇଲାର୍ ଲାଗି ଅଲ୍ଗା ଅଇ ସ୍ମ୍ଦୁର୍ ମ୍ଜାଇ ପାତ୍ମ ନାଉର୍ ଜାଗାଇ ରିଲି। କାଇତାକ୍ ମୁଇ ଇଶ୍ଵରାର୍ ବାକ୍ୟ ପର୍ଚାର୍ କ୍ଲେ, ଆର୍ ମୁଇ ଯୀଶୁର୍ ବିଷୟରେ ସାକି ଦିଲେ। အခန်းကိုကြည့်ပါ။ |
ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ହିଲା, ତାର୍ ଲକ୍ମଃନାର୍ ଗିନେ ଇସ୍ୱର୍ ଜୁୟ୍ ଆସିର୍ବାଦ୍ ସଃଙ୍ଗାୟ୍ ଆଚେ ସେତି ହେଁ ଅଃମି ଅଃଦିକାର୍ ହାଉଁନ୍ଦ୍ । ଆରେକ୍ କ୍ରିସ୍ଟର୍ ଗିନେ ଇସ୍ୱର୍ ଜାୟ୍ରି ସଃବୁ ସଃଙ୍ଗାୟ୍ ଆଚେ ସେରି ହେଁ ଅଃମାର୍ ଅଃଦିକାର୍ ଆଚେ ଜଦି ଅଃମିମଃନ୍ ଜିସୁର୍ ଦୁକ୍ ବଗେ ହେଁ ବାଗିଦାର୍ ଅଃଉଁଲୁ, ତେବେ ତାର୍ ଜଃଜ୍ମାନେ ହେଁ ଅଃଦିକାରି ଅଃଉଁନ୍ଦ୍ ।
ସେତାକ୍ ମୁୟ୍ ସେ ଦୁତ୍କେ ଜୁଆର୍ କଃରୁକେ ତାର୍ ହାଦ୍ ତଃଳେ ଡୁଳ୍ଲେ । ମଃତର୍ ସେ ମକ୍ କୟ୍ଲା, “ଜଃଗ୍ରାତ୍, ଇରଃକମ୍ କଃର୍ ନାୟ୍, ମୁୟ୍ ତର୍ ହର୍ ଆର୍ ତର୍ ବାୟ୍ମଃନାର୍ ହର୍ ଜିସୁର୍ ଗଟେକ୍ ଗତିଦଃଙ୍ଗ୍ଳା । ତୁମିମଃନାର୍ ହର୍ ମୁୟ୍ ହେଁ ଜିସୁ ଜାଣାୟ୍ଲା ସଃତ୍କେ ଦଃରିଆଚି । ଇସ୍ୱର୍କେ ହଃକା ହୁଜା କଃରା । ଜିସୁ ଜାଣାୟ୍ ରିଲା ସଃତ୍ ଆତ୍ମା ହଃକା ବାବ୍ବାଦିମଃନ୍କେ ସିକ୍ୟା ଦଃୟ୍ଦ୍ ।”
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।