ମାର୍କ 9:4 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍4 ସଃଡେବଃଳ୍ ମସା ଆର୍ ଏଲିୟ ସଃଙ୍ଗ୍ ଜିସୁ କଃତାବାର୍ତା ଅଃଉତି ରିଲାର୍ ସେମଃନ୍ ଦଃକ୍ଲାୟ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ4 ଆରେକ୍ ସେମ୍ନ୍ ମୋଶା ଆର୍ ଏଲିୟ ଯୀଶୁର୍ ସ୍ଙ୍ଗ୍ କ୍ତାବାର୍ତା ଅଉତାର୍ ଦ୍କ୍ଲାଇ। အခန်းကိုကြည့်ပါ။ |
ସେତାକ୍ ମୁୟ୍ ସେ ଦୁତ୍କେ ଜୁଆର୍ କଃରୁକେ ତାର୍ ହାଦ୍ ତଃଳେ ଡୁଳ୍ଲେ । ମଃତର୍ ସେ ମକ୍ କୟ୍ଲା, “ଜଃଗ୍ରାତ୍, ଇରଃକମ୍ କଃର୍ ନାୟ୍, ମୁୟ୍ ତର୍ ହର୍ ଆର୍ ତର୍ ବାୟ୍ମଃନାର୍ ହର୍ ଜିସୁର୍ ଗଟେକ୍ ଗତିଦଃଙ୍ଗ୍ଳା । ତୁମିମଃନାର୍ ହର୍ ମୁୟ୍ ହେଁ ଜିସୁ ଜାଣାୟ୍ଲା ସଃତ୍କେ ଦଃରିଆଚି । ଇସ୍ୱର୍କେ ହଃକା ହୁଜା କଃରା । ଜିସୁ ଜାଣାୟ୍ ରିଲା ସଃତ୍ ଆତ୍ମା ହଃକା ବାବ୍ବାଦିମଃନ୍କେ ସିକ୍ୟା ଦଃୟ୍ଦ୍ ।”