ମାର୍କ 7:9 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍9 ଆରେକ୍ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ମାନି ଆସ୍ତାର୍ ରିତିବିଦି ଗିନେ, ଇସ୍ୱରାର୍ ବିଦିକେ ଚାଡୁଲାସ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ9 ଆରେକ୍ ଯୀଶୁ ସେମ୍ନ୍କେ କଇଲା, “ତୁମିମ୍ନ୍ ନିଜାର୍ ନିଜାର୍ ଅବିଆସ୍ ଅଇଲା ରିତୀ ନିତି କେ ମାନ୍ତାର୍ ଗିନେ ଇଶ୍ୱର୍ ଆଦେଶ୍କେ ଚ୍ଲାକି ବାବେ ମାନି ନ୍କେରାସ୍! အခန်းကိုကြည့်ပါ။ |
ବଃଲେକ୍ ଜୁୟ୍ ଜିସୁକେ ଅଃମିମଃନ୍ ପର୍ଚାର୍ ନଃକେଲୁ, ଇବାନ୍ୟା ବିନ୍ ଜିସୁକେ ଜଦି କେ ଆସି ପର୍ଚାର୍ କଃରେଦ୍, କି ଜୁୟ୍ ପବିତ୍ର ଆତ୍ମା ତୁମିମଃନ୍ ନଃହାୟ୍ଲାସ୍, ଇବାନ୍ୟା ବିନ୍ ଗଟେକ୍ ପବିତ୍ର ଆତ୍ମା ହାଉଆସ୍, କି ଜୁୟ୍ ନିକ କବୁର୍ ତୁମିମଃନ୍ ନଃଦେର୍ଲାସ୍, ଇବାନ୍ୟା ଗଟେକ୍ ବିନ୍ ନିକ କବୁର୍ ହାଉଆସ୍, ସେତଃନ୍ ଅୟ୍ଲେକ୍ ତୁମିମଃନ୍ ତ ବଃଡେ ସଃମ୍ବାଳ୍ତାର୍ ଲକ୍ ।