8 କାୟ୍ତାକ୍ବଃଲେକ୍ ଜିସୁ ତାକ୍ କଃଉଁକେ ଜାତିରିଲା, “ଏ ବିଟାଳ୍ ବୁତ୍ ଇ ଲକ୍ ତଃୟ୍ହୁଣି ବାରାୟ୍ ଜାଆ ।”
ଜିସୁ ତାକ୍ ଦଃକା ଦଃୟ୍କଃରି କୟ୍ଲା, “ତୁନ୍ହାଳ୍, ଆର୍ ଇମାନାୟ୍ ତଃୟ୍ହୁଣି ବାରାୟ୍ ଜାଆ ।”
ଆର୍ ସେ ଆଉଲି ଅୟ୍କଃରି କୟ୍ଲା, “ଏ ସଃବ୍କେ ବଃଡ୍ ଇସ୍ୱରାର୍ ହୟ୍ସି ଜିସୁ, ମର୍ତଃୟ୍ ତର୍ କାୟ୍ରି ଆଚେ ? ମୁଁୟ୍ ତକେ ଇସ୍ୱରାର୍ ନାଉଁଏ ଗଃଉଆରି କଃରୁଲେ, ମକ୍ ଡଃଣ୍ଡ୍ ଦେନାୟ୍ ।”
ଜିସୁ ତାକ୍ ହଃଚାର୍ଲା, “ତର୍ ନାଉଁ କାୟ୍ ନାଉଁ ?” ସେ କୟ୍ଲା, “ମର୍ ନାଉଁ ବାହିନି, ବଃଲେକ୍ ଅଃମି ଗାଦେକ୍ ।”
ସେ ବୁତେକ୍ ଦିନ୍ ହଃତେକ୍ ଇରି କଃଲି, ମଃତର୍ ପାଉଲ୍ ରିସା ଅୟ୍ ଉଲ୍ଟି ଦଃକି ସେ ଆତ୍ମାକେ କୟ୍ଲା, “ଜିସୁ କ୍ରିସ୍ଟର୍ ନାଉଁଏ କଃଉଁଲେ, ତାର୍ ତଃୟ୍ହୁଣି ବାରୟ୍ଜାଆ ।” ଇତାକ୍ ସେଦାହ୍ରେ ବାରାୟ୍ ଗଃଲି ।