3 “ସୁଣା ଗଟେକ୍ ମାନାୟ୍ ତାର୍ ହଃଦାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା ।
3 ଦ୍କା, ଗଟେକ୍ ଚାଷି ବୁଣୁକେ ବାର୍ଲା।
ଜିସୁ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ ବୁଜାୟ୍ଲା, “ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟ୍ ମାନାୟ୍ହର୍, ସେ ଅଃହ୍ଣାର୍ ହଃଦାୟ୍ ନିକ ବିଆନ୍ ବୁଣି ରିଲା,
ତାର୍ହଃଚେ ଜଃଡେବଃଳ୍ ମୁଞ୍ଜି ଗଃଜା ଅୟ୍ ହଃତାର୍ ବାରାୟ୍ ହଃଳ୍ ହଃଳୁକ୍ ଦଃର୍ଲି, ସଃଡେବଃଳ୍ କଃଦଟଳା ହେଁ ଡିସ୍ଲି ।
ତାର୍ହଃଚେ ସେ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ କଃଉଁକେ ଦଃର୍ଲା, “ଦଃକା, ବୁଣ୍ତା ଗଟେକ୍ ମାନାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା ।
ବୁଣୁ ଇସ୍ୱରାର୍ ବଃଚନ୍ ବୁଣେଦ୍ ।
ସଃଡେବଃଳ୍ ଜିସୁ କଃତା କୟ୍କଃରି ସେମଃନ୍କେ ଗାଦେକ୍ କଃତା କଃଉଁକେ ଦଃର୍ଲା, ଆର୍ ସେମଃନ୍କେ କୟ୍ଲା ।
ଜଦି ତୁମାର୍ କାନ୍ ଆଚେ, ତଃବେ ସୁଣା !”
ସେ ବିଆନ୍ ବୁଣ୍ତା ବଃଳ୍, କଃତେକ୍ ବିଆନ୍ ବାଟ ଲଃଗେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେ ସଃବୁ କାୟ୍ଲାୟ୍ ।
ଜିସୁ କୟ୍ଲା, “ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
ମଃତର୍ ପିତର୍ ଏଗାର୍ଗଟ୍ ସଃଙ୍ଗ୍ ଟିଆଅୟ୍ ବଃଡ୍ ଟଣ୍ଡ୍କଃରି ସେମଃନାର୍ ଚଃମେ କଃତା କଃଉଁକ୍ ଦଃର୍ଲା, “ଆର୍ ଏ ଜିଉଦି ଲକ୍ମଃନ୍ ଆର୍ ଜିରୁସାଲମାର୍ ସଃବୁ ଲକ୍ ତୁମିମଃନ୍ ଇରି ସୁଣା ଆର୍ ମର୍ କଃତାର୍ ଅଃର୍ତ୍ ବୁଜାୟ୍ କଃଉଁଲେ ଜାଣା ।
ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ସୁଣା, ଇସ୍ୱର୍ କାୟ୍ ଇ ଜଃଗତାର୍ ଅଃର୍କିତ୍ମଃନ୍କେ ବିସ୍ୱାସାର୍ ଦଃନେ ମାଜନ୍ ଅଃଉଁକେ ବାଚି ନଃକେରେ କି ? ଆରେକ୍ ଅଃହ୍ଣାର୍ ଲାଡ୍କାରିମଃନ୍କେ ଜୁୟ୍ ରାଇଜ୍ ଦଃୟ୍ଦ୍ ତାର୍ ଅଃଦିକାରି ଅଃଉଁକେ ଜଃବାଉ ନଃଦେୟ୍ କି ?
“ଜଦି ତୁମିମଃନାର୍ କାନ୍ ଆଚେ, ତଃବେ ମଣ୍ଡ୍ଳିମଃନ୍କେ ପବିତ୍ର ଆତ୍ମା କାୟ୍ରି କଃଉଁଲି, ସେରି ସୁଣା । ଜୁୟ୍ ଲକ୍ମଃନ୍ ଜିଣ୍ତି, ହଃଚେ ମଃର୍ତା ମଃର୍ନ୍ ସେମଃନ୍କେ ନଃସ୍ଟ୍ କଃରୁ ନାହାରେ ।”
“ଜଦି ତୁମିମଃନାର୍ କାନ୍ ଆଚେ, ତଃବେ ମଣ୍ଡ୍ଳିମଃନ୍କେ ପବିତ୍ର ଆତ୍ମା କାୟ୍ରି କଃଉଁଲି, ସେରି ସୁଣା ।”
“ଜଦି ତୁମିମଃନାର୍ କାନ୍ ଆଚେ, ତଃବେ ମଣ୍ଡ୍ଳିମଃନ୍କେ ପବିତ୍ର ଆତ୍ମା କାୟ୍ରି କଃଉଁଲି, ସେରି ସୁଣା । ଜୁୟ୍ ଲକ୍ ଜିଣେଦ୍, ତାକ୍ ମୁଁୟ୍ ଇସ୍ୱରାର୍ ବାଳାର୍ ଜିବନ୍ ଗଃଚେ ହଃଳ୍ଲା ହଃଳ୍ କଃଉଁକେ ଅଃଦିକାର୍ ଦଃୟ୍ନ୍ଦ୍ ।”