ମାର୍କ 10:41 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍41 ଜଃଡେବଃଳ୍ ତାର୍ ଦଃସ୍ଗଟ୍ ଚେଲାମଃନ୍ ଇରି ସୁଣ୍ଲାୟ୍, ସେମଃନ୍ ଜାକୁବ ଆର୍ ଜହନ୍ ଉହ୍ରେ ରିସା ଅୟ୍ଲାୟ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ41 ବିନ୍ ଦଶ୍ଗଟ୍ ଚେଲା ଇରି ଶୁଣି ଯାକୁବ ଆର୍ ଯୋହନ୍ ଉହ୍ରେ ରିସା ଅମ୍କେ ଲାଗ୍ଲାଇ। အခန်းကိုကြည့်ပါ။ |
ସେତାକ୍ ଜିସୁ ଚେଲାମଃନ୍କେ ତାର୍ ଚଃମେ କୁଦି କୟ୍ଲା, “ଜୁୟ୍ ଲକ୍ମଃନ୍ ଅଜିଉଦି ଲକ୍ମଃନାର୍ ଉହ୍ରେ ରାଜ୍ କଃର୍ତା ଲକ୍ ଅଃଉତି, ସେମଃନ୍ ଅଜିଉଦିର୍ ଲକ୍ମଃନାର୍ ଉହ୍ରେ ଅଃଦିକାର୍ ଦଃକାଉତି, ଆର୍ ସେମଃନାର୍ ବଃଡ୍ ଲକ୍ମଃନ୍ ଅଜିଉଦିର୍ ଲକ୍ମଃନ୍କେ ଆର୍ ତାକାର୍ ଉହ୍ରେ ରାଜ୍ କଃର୍ତା ଲକ୍ମଃନାର୍ ଉହ୍ରେ ଅଃଦିକାର୍ ଦଃକାଉତି, ଇରି ତୁମିମଃନ୍ ଜାଣାସ୍ ।