1 ଇରି ଅଃଉଁଲି ଇସ୍ୱରାର୍ ହୟ୍ସି ଜିସୁ କ୍ରିସ୍ଟର୍ ନିକ କବୁର୍ ଆରୁମ୍ ।
1 ଇଶ୍ଵରାର୍ ହଇସି ଯୀଶୁ ଖ୍ରୀଷ୍ଟର୍ ସୁବ୍କ୍ବର୍ ଆରମ୍ ଅଇଲି।
ସେତାକ୍ ଡଙ୍ଗାୟ୍ ରିଲା ଚେଲାମଃନ୍ ଜିସୁକେ ଜୁଆର୍ କଃରି କୟ୍ଲାୟ୍, “ତୁୟ୍ ନିଜ୍କଃରି ଇସ୍ୱରାର୍ ହୟ୍ସି ।”
ପିତର୍ ଇ କଃତା କଃଉ କଃଉ କଃଣ୍ଡେକ୍ ଉଜାଳ୍ ମେଗ୍ ସେମଃନ୍କେ ଡାହ୍ଲି, ଆର୍ ସେ ମେଗେ ହୁଣି ଇ କଃତା କଃଉଆ ଅୟ୍ଲି, “ଇରି ଅଃମାର୍ ଲାଡାର୍ ହଅ, ଆର୍ ଉହ୍ରେ ଅଃମାର୍ ବଃଡେ ସଃନ୍ମତ୍, ଆର୍ କଃତା ସୁଣା ।”
ଆର୍ ସଃଡେବଃଳ୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, “ଏ ଅଃମାର୍ ଲାଡାର୍ ହଅ, ଆର୍ ତଃୟ୍ ଅଃମି ବଃଡେ ସଃନ୍ମତ୍ ।”
ସଃଡେବଃଳ୍ ସୟ୍ତାନ୍ ତାର୍ ଲଃଗେ ଆସି କୟ୍ଲି, “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇ ଟେଳାମଃନ୍କେ ରୁଟି ଅଃଉଁକେ କଃଉ ।”
ଦୁତ୍ ତାକ୍ ଉତୁର୍ ଦିଲା, “ପବିତ୍ର ଆତ୍ମା ତର୍ ଉହ୍ରେ ଉତ୍ରେଦ୍ ଆର୍ ସଃବ୍କେ ଉଟ୍ୟା ଇସ୍ୱର୍ ସଃକ୍ତି ତକେ ଦଃରେଦ୍, ଆର୍ ସେତାର୍ଗିନେ ଜୁୟ୍ ହିଲା ଜଃଲମ୍ ଅୟ୍ଦ୍, ସେ ପବିତ୍ର ଆର୍ ସେ ମାପ୍ରୁର୍ ହୟ୍ସି ବଃଲାୟ୍ ଅୟ୍ଦ୍ ।
ଆର୍ ସେ ବଃଚନ୍ ନଃର୍ ମାନାୟ୍ ଅୟ୍ଲା, ଆର୍ ଦଃୟା ଆର୍ ସଃତ୍ ସଃଙ୍ଗ୍ ହୁରୁଣ୍ ଅୟ୍ ଅଃମାର୍ ବିତ୍ରେ ବାସା କଃଲା; ଆର୍ ଉବାର୍ ତଃୟ୍ହୁଣି ଆୟ୍ଲା ଗଟେକ୍ ବଃଲି ହୟ୍ସିର୍ ଜଃଜ୍ମାନ୍ ହାୟ୍ରିଲା ହର୍ ତାର୍ ଜଃଜ୍ମାନ୍ ଦଃକ୍ଲୁ ।
ମୁୟ୍ ସେରି ଦଃକିଆଚି ଆର୍ ସେ ହଃକା ଇସ୍ୱରାର୍ ହୟ୍ସି ବଃଲି ସାକି ଦେଉଁଲେ ।”
ନିତନିଏଲ୍ ଉତୁର୍ ଦିଲା, “ଏ ରାବ୍ବି, ବଃଲେକ୍ ଏ ଗୁରୁ, ତୁୟ୍ ଇସ୍ୱରାର୍ ହୟ୍ସି, ତୁୟ୍ ଇସ୍ରାଏଲ୍କେ ଚାଲାଉତା ରଃଜା ।”
ମଃତର୍ ତୁମିମଃନ୍ ଜଃନ୍କଃରି ବିସ୍ୱାସ୍ କଃରାସ୍ ଜେ, ଜିସୁ ଇସ୍ୱରାର୍ ହୟ୍ସି କ୍ରିସ୍ଟ, ଆରେକ୍ ବିସ୍ୱାସ୍ କଃରି ଜଃନ୍କଃରି ତୁମିମଃନ୍ ତାର୍ ନାଉଁଏ ଜିବନ୍ ହାଉଆସ୍, ଇତାର୍ ଗିନେ ଇ ସଃବୁ ଲେକା ଜାୟ୍ ଆଚେ ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ତୁୟ୍ ତ ଇସ୍ୱର୍ ତଃୟ୍ହୁଣି ଆୟ୍ଲା ପବିତ୍ର ମାନାୟ୍, ଇ କଃତା ଅଃମି ଅଃବେ ସଃତ୍କଃରି ଆଚୁ ।”
ଜିସୁ ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଲା ଦିନ୍ହୁଣି ସଃର୍ଗେ ଜାତା ହଃତେକ୍ ସଃବୁବଃଳ୍ ମାପ୍ରୁ ଜିସୁ ଅଃମିମଃନାର୍ ସଃଙ୍ଗ ବୁଲାଚାଲା ଅଃଉତାବଃଳ୍ ଜୁୟ୍ ଲକ୍ ଅଃମାର୍ ଦଃଳେ ରିଲାୟ୍ ସେମଃନାର୍ ବିତ୍ରେ ଏକ୍ଲାକେ ଉଟ୍ତା ଦଃର୍କାର୍ ।”
ଜିସୁ ତାର୍ କାମ୍ ଆରୁମ୍ କଃର୍ତା ହୁର୍ବେ ଜହନ୍ ସଃବୁ ଇସ୍ରାଏଲ୍ ଲକାର୍ ଚଃମେ ହଃର୍ତୁ ମଃନ୍ ବାଦ୍ଲାଉତା ବାପ୍ତିସମ୍ ପର୍ଚାର୍ କଃରି ରିଲା ।
ମାନାୟ୍ର୍ ଦୁର୍ବଳାର୍ ଗିନେ ମସା ଦିଲା ବିଦି ଜାୟ୍ରି ସାଦୁନ୍ କଃରୁକେ ନାହାର୍ଲି, ଇସ୍ୱର୍ ସେରି କଃରି ଆଚେ । ନଃର୍ ଜିବନେ ହାହ୍କେ ନାସ୍ କଃର୍ତା ହାୟ୍ଁ ସେ ନିଜାର୍ ହୟ୍ସିକେ ହାହି ମାନାୟ୍ ହର୍ କଃରି ହଃଟାୟ୍ଲା ଆର୍ କ୍ରିସ୍ଟ ଜିସୁ ହାହାର୍ ସଃକ୍ତି ନାସ୍ କଃରି ଆଚେ ।
ଜେ ଅଃହ୍ଣାର୍ ହୟ୍ସିକେ ହେଁ ନଃବାଚାୟ୍ଲା, ମଃତର୍ ଅଃମାର୍ ସଃବୁ ଲକାର୍ ଗିନେ ତାକେ ସଃହ୍ରି ଦିଲା, ସେ କଃନ୍କଃରି ତାର୍ ସଃଙ୍ଗ୍ ହେଁ ସଃବୁ ବିସୟ୍ ଅଃମିମଃନ୍କ୍ ଦଃୟାୟ୍ ଦାନ୍ ନଃକେରେ ?