2 ସେତାକ୍ ଜିସୁ ସେମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା ।
2 ସେଡେବ୍ଳ୍ ଯୀଶୁ ସେମ୍ନ୍କେ ଶିକ୍ୟା ଦେମ୍କେ ଆରମ୍ କ୍ରି କଇଲା,
ଇତାର୍ ଗିନେ ବାବ୍ବାଦିମଃନାର୍ ଇ ବାବ୍ବାଣି ହୁରୁଣ୍ ଅୟ୍ଲି, “ଅଃମି କଃତାମଃନ୍ କୟ୍ ସିକ୍ୟା ଦେଉଁନ୍ଦ୍; ଜଃଗତ୍ ଉବ୍ଜାଣ୍ ଅଃଉତା ଆଗ୍ତୁର୍ ଲୁକିରିଲା କଃତାସଃବୁ କଃଉନ୍ଦ୍ ।”
ଜିସୁ ଲକ୍ମଃନ୍କେ ଦଃକି ଗଟେକ୍ ଡଙ୍ଗୁର୍ ଉହ୍ରେ ଗଃଲା, ଆର୍ ସେତି ବଃସ୍ଲା; ତାର୍ହଃଚେ ଜିସୁର୍ ଚେଲାମଃନ୍ ତାର୍ ଲଃଗେ ଆୟ୍ଲାୟ୍ ।
ସେତାକ୍ ପିତର୍ ଟଣ୍ଡ୍ ହୁଟାୟ୍ କୟ୍ଲା, “ମୁୟ୍ଁ ଅଃବେ ସଃତ୍ ବୁଜୁ ହାରୁଲେ ଜେ, ଇସ୍ୱର୍ ସଃବ୍କେ ସଃମାନ୍ ବାବେ ଦଃକୁଲା ।”
ମଃତର୍ ପାଉଲ୍ ଟଣ୍ଡ୍ ହୁଟାୟ୍ କଃତା କଃଉଁକ୍ ଦଃର୍ଲା ବଃଳ୍, ଗାଲିଅନ୍ ଜିଉଦିମଃନ୍କେ କୟ୍ଲା, “ଏ ଜିଉଦିମଃନ୍ କାୟ୍ ଅଃନ୍ୟାୟ୍ ଅୟ୍ରିଲେକ୍ ସଃମ୍ବାଳିକଃରି ତୁମିମଃନାର୍ କଃତା ସୁଣୁକ୍ ଟିକ୍ ଅୟ୍ଲି ହୁଣି ।
ସେତାକ୍ ପିଲିପ୍ ଟଣ୍ଡ୍ ହୁଟାୟ୍ ସାସ୍ତରାର୍ ଇ କଃତାୟ୍ ହୁଣି ମୁଳ୍ୟାୟ୍ ତାର୍ ତଃୟ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃଲା ।
ଆର୍ ମର୍ ଗିନେ ହେଁ ପାର୍ତ୍ନା କଃରା, ଜଃନ୍କଃରି ନିକ କବୁରାର୍ ବିତ୍ରିକଃତା ଜାଣାଉଁକ୍ ଆର୍ ନଃଡିରି ସେରି ପର୍ଚାର୍ କଃରୁକେ ଇସ୍ୱର୍ ମକ୍ ଟିକ୍ ବାକ୍ୟ ଦଃୟ୍ଦ୍ ।