2 “ତୁମାର୍ ହାହ୍ଚାଡା, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।”
2 “ପାପେହ୍ଣି ମ୍ନ୍ ବାଦ୍ଲାଉଆ, କାଇତାକ୍ ସ୍ର୍ଗ୍ ରାଇଜ୍ ଲ୍ଗେ ଆଇଲି।”
ଆର୍ ଜଃଉଁ ଜଃଉଁ, ‘ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି !’ ବଃଲି ପର୍ଚାର୍ କଃରା !
ସଃଡେବଃଳ୍ ଜୁୟ୍ ଗଃଳେ ଜିସୁର୍ ଗାଦେକ୍ ସଃକ୍ତିର୍ କାମ୍ କଃରା ଅୟ୍ରିଲି, ସେ ଗଃଳ୍ମଃନ୍କେ ଜିସୁ ଲିନ୍ଦା କଃରୁକେ ଦଃର୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ହାହ୍ ଚାଡି ନଃରିଲାୟ୍ ।
ଜୁୟ୍ ଦିନ୍ ଇସ୍ୱର୍ ଲକ୍ମଃନାର୍ ବିଚାର୍ କଃରେଦ୍, ନିନିବିର୍ ଲକ୍ମଃନ୍ ତୁମାର୍ ବିରଦେ ଲିନ୍ଦା କଃରୁକେ ଉଟ୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ଜୁନସ୍ ପର୍ଚାର୍ କଃଲାକ୍ ହାହ୍ ଚାଡି ରିଲାୟ୍, ଆର୍ ଦଃକା, ଇତି ଜୁନସାର୍ ତଃୟ୍ହୁଣି ଗଟେକ୍ ବଃଡ୍ ଲକ୍ ଆଚେ ।
ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜାର୍ ବିତ୍ରି କଃତା ଜାଣୁକେ ତୁମିମଃନ୍କେ ବୁଦି ଦିଆଅୟ୍ ଆଚେ, ମଃତର୍ ସେମଃନ୍କେ ଦିଆ ନହୟେ ।
ଜିସୁ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ ବୁଜାୟ୍ଲା, “ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟ୍ ମାନାୟ୍ହର୍, ସେ ଅଃହ୍ଣାର୍ ହଃଦାୟ୍ ନିକ ବିଆନ୍ ବୁଣି ରିଲା,
ଜିସୁ ଆରେକ୍ ଗଟେକ୍ କଃତା କୟ୍ ସେମଃନ୍କେ କୟ୍ଲା, “ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟେକ୍ ସଃର୍ସୁ ମୁଞ୍ଜି ହର୍, ଜୁୟ୍ରି ନଃୟ୍ ଗଟ୍ ଲକ୍ ଅଃହ୍ଣାର୍ ବାଳେ ବୁଣ୍ଲା ।
ଜିସୁ ସେମଃନ୍କେ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ କୟ୍ଲା, “ସଃର୍ଗ୍ ରାଇଜ୍ କମିର୍ ହର୍, ଗଟେକ୍ ମାୟ୍ଜି ସେରି ନଃୟ୍କଃରି ମାଣେକ୍ ଗମ୍ଗୁଣ୍ଡ୍ ସଃଙ୍ଗ୍ ମିସାୟ୍ କଃରି ଚଃଟ୍କ୍ଲି, ଆର୍ ହଃଚେ ସେ ସଃବୁ କମିର୍ ହର୍ ଅୟ୍ଲି ।”
“ଆରେକ୍ ସଃର୍ଗ୍ ରାଇଜ୍ ସଃମ୍ନ୍ଦେ ହଃକାୟ୍ଲା ସଃବୁ ରଃକମାର୍ ମାଚ୍ ରୁଣ୍ଡାଉତା ଗଟେକ୍ ମାଚ୍ଜାଲ୍ ହର୍ ।
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ତଃବେ ଜୁୟ୍ ଗଃରାର୍ ମୁଳିକା ଅଃହ୍ଣାର୍ ଗଃଦିଆ ବିତ୍ରାର୍ ରିଲା ନଃଉଆଁ ଆର୍ ହଃର୍ନା ତାସ୍ ବାର୍ କଃରେଦ୍, ସଃର୍ଗ୍ ରାଇଜାର୍ ଚେଲା ଅୟ୍ଲା ସଃବୁ ଦର୍ମ୍ ଗୁରୁ ତାର୍ ହର୍ ।”
କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇହର୍ । ଗଟେକ୍ ରଃଜା ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନାର୍ ସଃଙ୍ଗ୍ ଇସାବ୍ କଃରୁକେ ମଃନ୍ କଃଲା ।
“ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ସାଉକାର୍ ହର୍, ସଃକାଳ୍ ଅୟ୍ଲା ଦାହ୍ରେ ତାର୍ ଅଙ୍ଗୁର୍ ବାଳେ ବୁତି ଲାଗାଉଁକେ ଲକ୍ମଃନ୍କେ ଲଳୁକ୍ ବାରାୟ୍ ଗଃଲା ।
“ସଃର୍ଗ୍ ରାଇଜ୍ ଇବାନ୍ୟା । ଗଟେକ୍ ରଃଜା ତାର୍ ହୟ୍ସିର୍ ବିବାବଜି କଃଲା ।
“ମଃତର୍ ଏ ଡଃଣ୍ଡ୍ ହାଉତା ଜୟ୍ଗ୍ ହେଟ୍କପଟ୍ୟା ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଲକ୍ମଃନାର୍ ସଃର୍ଗ୍ ରାଇଜେ ଜାତା ବାଟ୍କେ ବଃନ୍ଦ୍ କଃରୁଲାସ୍; ତୁମିମଃନ୍ ତ ନିଜେ ସଃର୍ଗ୍ ରାଇଜେ ନଃଜଃଉଁଲାସ୍ ଆରେକ୍ ସଃର୍ଗେ ଜାତା ଲକ୍ମଃନ୍କେ ହେଁ ଜଃଉଁକେ ନଃଦେଉଁଲାସ୍ ।
“ସଃଡେବଃଳ୍ ସଃର୍ଗ୍ ରାଇଜ୍ ଦଃସ୍ଗଟ୍ ଦଃଙ୍ଗ୍ଳି ହର୍ ଅୟ୍ଦ୍; ସେମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ବଃରକେ ବେଟୁକ୍ ବାରାୟ୍ଲାୟ୍ ।
“ଗଟ୍ ଦିନ୍ ଗଟ୍ ଲକ୍ ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନ୍କ୍ କୁଦିକଃରି ଅଃହ୍ଣାର୍ ସଃବୁ ଦଃନ୍ବିତ୍ ତାକାର୍ ଆତେ ସଃର୍ହି ଦିଲା, ଆର୍ ବିଦେସ୍ ଜଃଉଁକେ ବାରାୟ୍ଲା, ସଃର୍ଗ୍ ରାଇଜ୍ ଇହର୍ ।
ସଃଡେବଃଳ୍ ହୁଣି ଜିସୁ ପର୍ଚାର୍ କଃରୁକେ ଆରୁମ୍ କଃରି କଃଉଁକେ ଦଃର୍ଲା, “ତୁମାର୍ ହାହ୍ ଚାଡା, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।”
ତାର୍ହଃଚେ ଜିସୁ ସେମଃନାର୍ ପାର୍ତ୍ନା ଗଃରେମଃନ୍ ସିକ୍ୟା ଦଃୟ୍ ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃଲା ଆର୍ ସଃବୁ ରଃକମାର୍ ରଗିକ୍ ଉଜ୍ କଃରିକଃରି ଗାଲିଲିର୍ ସଃବୁ ହାକ୍ ବୁଲୁକ୍ ଦଃର୍ଲା ।
ଇସ୍ୱରାର୍ ଇଚାୟ୍ ଦଃର୍ମ୍କାମ୍ କଃରି ତାଡ୍ନା ହାଉତା ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନାର୍ ।”
“ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ଆତ୍ମା ଉହ୍ରେ ବଃର୍ସା କଃର୍ତି, ସେମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନ୍କାର !
ତର୍ ରାଇଜ୍ ଆସ, ଜଃନ୍କଃରି ସଃର୍ଗେ ସେନ୍କଃରି ହୁର୍ତିବି ତଃୟ୍ ତର୍ ଇଚା ହୁରୁଣ୍ ଅଃଉଅ ।
ମଃତର୍ ତୁମିମଃନ୍ ହଃର୍ତୁ ଇସ୍ୱରାର୍ ରାଇଜ୍ ଆର୍ ସେ ତୁମାର୍ ତଃୟ୍ହୁଣି କାୟ୍ରି ଇଚା କଃରୁଲା ସେତାକ୍ ଦିଆନ୍ କଃରା, ତଃବେ ସେ ତୁମିକେ ଇସଃବୁ ହେଁ ଦଃୟଃଦ୍ ।
ଜିସୁ ପର୍ଚାର୍ କଃରି କଃଉଁକେ ଦଃର୍ଲା, “ଟିକ୍ ବେଳା ଆୟ୍ଲି ଆଚେ, ଇସ୍ୱରାର୍ ରାଇଜ୍ ଲଃଗେ ଅୟ୍ଲିନି ! ତୁମାର୍ ହାହ୍ ଚାଡା ଆର୍ ନିକ କବୁର୍କେ ବିସ୍ୱାସ୍ କଃରା ।”
ବାପ୍ତିସମ୍ ଦେତା ଜହନ୍ ସୁକ୍ଲା ବଃଟାୟ୍ ଆୟ୍ଲା ଆର୍ ପର୍ଚାର୍ କଃରି କୟ୍ଲା, “ହାହେ ହୁଣି ମଃନ୍ ବାଦ୍ଲାୟ୍ ଆସା ଆର୍ ବାପ୍ତିସମ୍ ନିଆ, ଇସ୍ୱର୍ ତୁମାର୍ ହାହ୍ କେମା କଃରେଦ୍ ।”
ସେତାର୍ଗିନେ ଚେଲାମଃନ୍ ବାରାୟ୍ ଜାୟ୍ ଦଃସ୍ ହାହ୍ ଚାଡି ଜିବନ୍ ବାଦ୍ଲାଉଁକ୍ ପର୍ଚାର୍ କଃଲାୟ୍ ।
ଆର୍ ସେ ଇସ୍ରାଏଲ୍ ଜାତିର୍ କଃତେକ୍ ଲକ୍ମଃନ୍କେ ସେମଃନାର୍ ସଃର୍ଗାର୍ ମାପ୍ରୁ ଇସ୍ୱରାର୍ ହାକ୍ ଲେଉଟାୟ୍ ଆଣେଦ୍ ।
ମଃତର୍ ମୁଁୟ୍ ଜଦି ଇସ୍ୱରାର୍ ସଃକ୍ତିୟେ ବୁତ୍ମଃନ୍କେ ଚାଡାଉଁଲେ, ଇରି ଜାଣାହଃଳୁଲି ଜେ, ଇସ୍ୱରାର୍ ରାଇଜ୍ ତୁମାର୍ ଚଃମେ ଆଚେ ।”
ମୁଁୟ୍ ତୁମିମଃନ୍କେ କଃଉଁଲେ, ନାୟ୍ ସେମଃନ୍ ସେନ୍କାର୍ ନଃରିଲାୟ୍, ମଃତର୍ ହାହେହୁଣି ମଃନ୍ ନଃବାଦ୍ଲାୟ୍ଲେକ୍ ତୁମିମଃନ୍ ସଃବୁଲକ୍ ସେରଃକମ୍ ନାସ୍ ଅଃଉଆସ୍ ।
ମୁଁୟ୍ ମଃତର୍ ତୁମିମଃନ୍କେ କଃଉଁଲେ, ହାହେହୁଣି ମଃନ୍ ନଃବାଦ୍ଲାୟ୍ଲେକ୍ ତୁମିମଃନ୍ ହେଁ ସେବାନ୍ୟା ନଃସ୍ଟ୍ ଅଃଉଆସ୍ ।”
ମୁୟ୍ଁ ତୁମିମଃନ୍କେ କଃଉଁଲେ, ସେରଃକମ୍ ଜେ ହାହ୍ଚାଡେଦ୍, ଇରଃକମ୍ ଗଟେକ୍ ହାହିର୍ ଗିନେ ଇସ୍ୱରାର୍ ଦୁତ୍ମଃନାର୍ ଚଃମେ ସଃର୍ଦା ଅୟ୍ଦ୍ ।”
ମୁଁୟ୍ ତୁମିକେ କଃଉଁଲେ, ସେରଃକମ୍ ଜୁୟ୍ ଲକ୍ମଃନାର୍ ମଃନ୍ ବାଦ୍ଲାୟ୍ ଆସ୍ତାକ୍ ମଃନ୍ ନାୟ୍, ଇବାନ୍ୟା ଗଟେକ୍ଉଣା ହାଁଚ୍କଳି ଦଃର୍ମି ଲକ୍ମଃନାର୍ ତଃୟ୍ହୁଣି, ଜେ ହାହ୍ ଚାଡେଦ୍, ଇରଃକମ୍ ଗଟେକ୍ ହାହି ଲକାର୍ ଗିନେ ସଃର୍ଗେ ଅଃଦିକ୍ ସଃର୍ଦା ଅୟ୍ଦ୍ ।”
ସେତାର୍ଗିନେ ସେ କୟ୍ଲା, ନାୟ୍ ଉବା ଅବ୍ରାହାମ୍, ସଃତେକ୍ ସଃରି ନୟ୍, ମଃତର୍ ଜଦି ମଃଲା ଲକାର୍ ତଃୟ୍ହୁଣି ଗଟ୍ଲକ୍ ସେମଃନାର୍ ହାକ୍ ଜାୟ୍ଦ୍, ତଃବେ ସେମଃନ୍ ସଃତ୍ କଃରି ହାହ୍ ଚାଡ୍ତି ।’
ସେନ୍କଃରି ତୁମିମଃନ୍ ହେଁ ଇସଃବୁ ଗଃଟ୍ଣା ଦଃକ୍ଲେକ୍ ମାପ୍ରୁର୍ ରାଇଜ୍ ଲଃଗେ ଅୟ୍ଲି ବଃଲି ଜାଣା ।”
ଆରେକ୍ ଜିରୁସାଲମେ ହୁଣି ଆରୁମ୍ କଃରି ସଃବୁ ଲକ୍ମଃନାର୍ ତଃୟ୍ ତାର୍ ନାଉଁଏ ହାହ୍ କେମା ହାଉଁକେ ମଃନ୍ ବାଦ୍ଲାୟ୍ ଆସ୍ତା କଃତା ପର୍ଚାର୍ କଃରାଅୟ୍ଦ୍ ।
ସଃଡେବଃଳ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ ଦଃକିକଃରି କୟ୍ଲା, “ଦୁକିଦିନାରି ଜେ ତୁମିମଃନ୍, ତୁମିମଃନାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁର୍ ରାଇଜ୍ ତୁମିମଃନ୍କାର୍ ।
ସେ ସେମଃନ୍କେ ମାପ୍ରୁର୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରୁକେ ଆର୍ ରଗିମଃନ୍କେ ନିକ କଃରୁକେ ଅଃଦିକାର୍ ଦଃୟ୍ ହଃଟାୟ୍ଲା ।
ଇ ସଃବୁ କଃତା ସୁଣ୍ଲାକ୍ ସେମଃନ୍ ତୁନ୍ହାଳ୍ଲାୟ୍, ଇସ୍ୱରାର୍ ଜଃଜ୍ମାନ୍ କଃରି କୟ୍ଲାୟ୍, ତଃବେ “ଇସ୍ୱର୍ ଅଜିଉଦି ଲକ୍ମଃନ୍ ହେଁ ଜିବନ୍ ହାଉଁକ୍ ମଃନ୍ ବାଦ୍ଲାଉଁକ୍ ଦାନ୍ ଦଃୟ୍ଆଚେ ।”
ଇସ୍ୱର୍ ସେ ଗ୍ୟାନ୍ ନୟ୍ଲା କାଳ୍କେ ଚାଡି ଆଚେ ସଃତ୍, ମଃତର୍ ସେ ଅଃବେ ସଃବୁ ମାନାୟ୍କେ ମଃନ୍ ବାଦ୍ଲାଉଁକ୍ ଜାଣାଉଁଲା ।
ସେତାକ୍ ପିତର୍ ସେମଃନ୍କେ କୟ୍ଲା, “ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ ।
ସେମଃନ୍ ହାହେହୁଣି ଇସ୍ୱରାର୍ ହାକ୍ ମଃନ୍ ବାଦ୍ଲାୟ୍ ଅଃମିମଃନାର୍ ଜିସୁକେ ସଃତ୍ କଃରୁକେ ଜିଉଦି ଆର୍ ଅଜିଉଦି ଲକ୍ମଃନ୍କେ ହେଁ ଅଃକାହର୍ ସାକି ଦେତିରିଲେ । ସେରି ତୁମି ଜାଣାସ୍ ।
ମଃତର୍ ହଃର୍ତୁ ଦମେସକ୍ ଆର୍ ଜିରୁସାଲମାର୍ ଲକ୍ମଃନାର୍ ତଃୟ୍, ହଃଚେ ଜିଉଦା ରାଜି ଆର୍ ସଃବୁ ହଲି ତଃୟ୍, ଆରେକ୍ ଅଜିଉଦି ଲକ୍ମଃନାର୍ ତଃୟ୍ ହେଁ ପର୍ଚାର୍ କଃରୁକେ ଦଃର୍ଲେ, ଜଃନ୍କଃରି ସେମଃନ୍ ହାହେ ହୁଣି ମଃନ୍ ବାଦ୍ଲାୟ୍ କଃରି ଇସ୍ୱର୍ ହାକ୍ ବାଉଳି ଆସ୍ତି ଆର୍ ମଃନ୍ ବାଦୁଲାୟ୍ ଆଚୁ ବଃଲି ତାକାର୍ କାମେ ଦଃକାଉତି ।
ବଃଲେକ୍ ତୁମିମଃନ୍ ଜଃନ୍କଃରି ତୁମିମଃନାର୍ ହାହ୍ କେମା ହାଉଁହାରାସ୍, ଇତାର୍ ଗିନେ ମଃନ୍ ବାଦ୍ଲାୟ୍ ବାଉଳି ଆସା ।
କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଇଚା ହଃର୍କାରେ ଜୁୟ୍ ଦୁକ୍, ସେରି ମୁକ୍ଳାଉତା ଗିନେ ଇବାନ୍ୟା ମଃନ୍ ବାଦ୍ଲାଉତାର୍ ଆଣେଦ୍, ଜୁୟ୍ତାର୍ ଗିନେ ମଃନ୍ ଦୁକ୍ନାୟ୍; ମଃତର୍ ଜଃଗତାର୍ ଦୁକ୍ ମଃର୍ନ୍ ଆଣେଦ୍ ।
ସେ ଅଃମିମଃନ୍କ୍ ଅଃନ୍ଦାରାର୍ ଅଃଦିକାରେ ହୁଣି ରଃକ୍ୟା କଃରି ଅଃହ୍ଣାର୍ ଲାଡାର୍ ହୟ୍ସିର୍ ବିବ୍ତି ନାୟ୍ଲାର୍ ରାଇଜ୍ ବିତ୍ରେ ଆଣିଆଚେ ।
ଆର୍ ସଃମ୍ବାଳ୍ତା ଲକ୍ ଅଃଉତା ଦଃର୍କାର୍, ବିରଦି ଲକ୍କେ ଦିର୍ସୁସ୍ତାୟ୍ ବୁଜାଉତା ଦଃର୍କାର୍; ତଃନ୍ଅଲେ କେଜାଣ୍ ଇସ୍ୱର୍ ସେମଃନ୍କେ ସଃତ୍ କଃତା ଜାଣୁକ୍ ମଃନ୍ ବାଦ୍ଲାଉତା ବଃର୍ ଦଃୟ୍ଦ୍ ।
ଆସା ଆଗେ ଜୁଆଁ, ଅଃମିମଃନ୍ କ୍ରିସ୍ଟର୍ କଃତା ହଃର୍ତୁ ସିକ୍ୟା ଚାଡିକଃରି ଗୁପ୍ତ ବିସୟାର୍ ସିକ୍ୟା ହଃଚେ ଜାତା ଲଳା ଆର୍ ଇସ୍ୱର୍କେ ବିସ୍ୱାସ୍ କଃର୍ତା ଲଳା ।
ବିଲମ୍ ବଃଲି ଜଃନ୍କଃରି କଃତେକ୍ ଲକ୍ ବାବୁଲାୟ୍, ମାପ୍ରୁ ଅଃହ୍ଣାର୍ ସଃୟ୍ତ୍ କଃଲାର୍ ସେ ରଃକମ୍ ବିଲମ୍ ନଃକେରେ; ମଃତର୍ କେ ହେଁ ଜଃନ୍କଃରି ନାସ୍ ନଃଉତି, ସଃବୁଲକ୍ ମଃନ୍ ବାଦ୍ଲାଉତି, ଇରି ଇଚା କଃରି ସେ ତୁମିମଃନାର୍ ଗିନେ ବୁତେକ୍ ବିନ୍ ହଃତେକ୍ ଜାଗିକଃରି ଆଚେ ।
ମୁଁୟ୍ ତାକ୍ ହାହେହୁଣି ମଃନ୍ ବାଦ୍ଲାଉଁକ୍ ବେଳା ଦିଲେକ୍ ହେଁ ସେ ଅଃହ୍ଣାର୍ ଦାରି କାମେ ହୁଣି ମଃନ୍ ବାଦ୍ଲାଉଁକ୍ ମଃନ୍ ନଃକେରୁଲି ।
ତୁମିମଃନ୍ କଃନ୍କଃରି ଅଃତେକ୍ ତଃଳେ ଅୟ୍ ଗଃଲାସ୍, ସେରି ଏତାୟ୍ କଃରି ହାହେହୁଣି ମଃନ୍ ବାଦ୍ଲାଉଆ ଆର୍ ଆଗ୍ତୁର୍ କାମ୍ ସଃବୁ କଃରା; ଜଦି ତୁମିମଃନ୍ ହାହେହୁଣି ବାଉଳି ନଃକେରାସ୍, ତଃବେ ମୁଁୟ୍ ତୁମାର୍ ଲଃଗେ ଆସି ତୁମାର୍ ଦିହ୍କେ ରିଲା ଟାଣେହୁଣି ଗୁଚାୟ୍ ଦେଉଁନ୍ଦ୍ ।