ଲୁକ ଲେକ୍ଲା ଜିସୁ କ୍ରିସ୍ଟର୍ ନିକ କବୁର୍ 4:8 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ଜିସୁ ତାକ୍ ଉତୁର୍ ଦିଲା, “ସାସ୍ତରେ ଲେକା ଅୟ୍ଆଚେ, ‘ତୁୟ୍ ତର୍ ମାପ୍ରୁ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ8 ଯୀଶୁ ତାକେ ଉତର୍ଦିଲା, “ଦ୍ର୍ମ୍ ଶାସ୍ତର୍ ତ୍ଇ ଲେକା ଅଇଆଚେ, ତୁମି ତୁମାର୍ ମାପ୍ରୁ ନିଜାର୍ ଇଶ୍ଵର୍କେ ମୁଣ୍ତିଆ ମାରି ଜୁଆର୍ କ୍ରା ଆର୍ ତାର୍ ଆରାଦନାକ୍ରା।” အခန်းကိုကြည့်ပါ။ |
ସେତାକ୍ ମୁୟ୍ ସେ ଦୁତ୍କେ ଜୁଆର୍ କଃରୁକେ ତାର୍ ହାଦ୍ ତଃଳେ ଡୁଳ୍ଲେ । ମଃତର୍ ସେ ମକ୍ କୟ୍ଲା, “ଜଃଗ୍ରାତ୍, ଇରଃକମ୍ କଃର୍ ନାୟ୍, ମୁୟ୍ ତର୍ ହର୍ ଆର୍ ତର୍ ବାୟ୍ମଃନାର୍ ହର୍ ଜିସୁର୍ ଗଟେକ୍ ଗତିଦଃଙ୍ଗ୍ଳା । ତୁମିମଃନାର୍ ହର୍ ମୁୟ୍ ହେଁ ଜିସୁ ଜାଣାୟ୍ଲା ସଃତ୍କେ ଦଃରିଆଚି । ଇସ୍ୱର୍କେ ହଃକା ହୁଜା କଃରା । ଜିସୁ ଜାଣାୟ୍ ରିଲା ସଃତ୍ ଆତ୍ମା ହଃକା ବାବ୍ବାଦିମଃନ୍କେ ସିକ୍ୟା ଦଃୟ୍ଦ୍ ।”