ଲୁକ ଲେକ୍ଲା ଜିସୁ କ୍ରିସ୍ଟର୍ ନିକ କବୁର୍ 2:1 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍1 ସଃଡେବଃଳ୍ ରମିୟ ଦେସ୍ ବିତ୍ରାର୍ ଚଃକର୍ବତି ଅଗସ୍ଟ କାଇସର୍ ତଃୟ୍ହୁଣି ଦେସାର୍ ସଃବୁ ଲକ୍ମଃନାର୍ ନାଉଁ ଲେକାଉଁକ୍ ଆଦେସ୍ ଆୟ୍ଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ1 ସେଡେବ୍ଳ୍ ରୋମୀୟ ରାଇଜର୍ ବ୍ଡ୍ ର୍ଜା କାଇସର୍ ଅଗଷ୍ଟ, ସେ ଦେଶାର୍ ସ୍ବୁ ଲକ୍ମ୍ନ୍କାର୍ ନାଉଁ ଲେକ୍ତାର୍ ଗିନେ ଆଦେଶ୍ ଦିଲା। အခန်းကိုကြည့်ပါ။ |
ତଃବେ ଜଦି ମୁୟ୍ଁ ଅଃନ୍ୟାୟ୍ କଃରି ରଃୟ୍ନ୍ଦ୍, ଆର୍ ମଃର୍ନ୍ ଡଃଣ୍ଡ୍ ହାଉତା କାମ୍ କଃରି ରଃୟ୍ନ୍ଦ୍, ତଃବେ ମଃର୍ନ୍ ଡଃଣ୍ଡ୍ ହାଉଁକ୍ ନାୟ୍ ନଃବେଲି, ମଃତର୍ ମର୍ ବିରଦେ ଜାୟ୍ରି ସଃବୁ କଃଉଁଲାୟ୍, ଇ ସଃବୁ ବିତ୍ରେ ଜଦି ହଃଦେକ୍ ସଃତ୍ ନାୟ୍, ତଃବେ କେହେଁ ସେମଃନାର୍ ଆତେ ଚାଡୁକ୍ ନାହାରେ, ମୁୟ୍ଁ କାଇସର୍ ମୁଏଁ ବିଚାର୍ କଃରାୟ୍ ଅଃଉଁକେ ଗଃଉଆରି କଃରୁଲେ ।”