ଲୁକ ଲେକ୍ଲା ଜିସୁ କ୍ରିସ୍ଟର୍ ନିକ କବୁର୍ 16:2 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍2 ‘ମୁଁୟ୍ ତର୍ ବିସୟେ ଇରି କାୟ୍ କଃତା ସୁଣୁଲେ ? ତର୍ ଇ ଗୁମୁସ୍ତା କାମାର୍ ଇସାବ୍ ଦେ, କାୟ୍ତାକ୍ବଃଲେକ୍ ତୁୟ୍ ଅଃବେ ଗୁମୁସ୍ତା ଅୟ୍ ରେଉଁ ନଃହାର୍ସି ।’ အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ2 ‘ମୁଇ ତର୍ ବିଷୟେ କାଇରି ସ୍ବୁ ଶୁଣୁଲେ, ତୁଇ ଇ କାମାର୍ ଡାବୁର୍ ହିସାବ୍ ମକେ ଦେ, କାଇତାକ୍ ତୁଇ ଆର୍ ଇ କାମ୍ କ୍ରୁ ନାହାର୍ସି।’ အခန်းကိုကြည့်ပါ။ |
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।