3 ସେତାକ୍ ଜିସୁ ସେମଃନ୍କେ ଇ କଃତା କୟ୍ଲା,
3 ତ୍ବେ ଯୀଶୁ ସେମ୍ନ୍କେ ଇ ଦ୍କାଇକ୍ରି କ୍ଉତା କ୍ତା ଦ୍କାଇକ୍ରି କଇଲା,
ମଃତର୍ ଇସ୍ରାଏଲ୍ ବଃଉଁସାର୍ ଆଜ୍ଲା ମେଣ୍ଡାହର୍ ଲକ୍ମଃନାର୍ ହାକ୍ ଜାହା ।
ତାର୍ହଃଚେ ସେ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ କଃଉଁକେ ଦଃର୍ଲା, “ଦଃକା, ବୁଣ୍ତା ଗଟେକ୍ ମାନାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା ।
‘ଅଃମି ହୁଜା ମଃନ୍ ନଃକେରୁ, ମଃତର୍ ଦଃୟା ମଃନ୍ କଃରୁନ୍ଦ୍,’ ଇ କଃତାର୍ ଅଃର୍ତ୍ ତୁମିମଃନ୍ ଜାୟ୍ ସିକା, ବଃଲେକ୍ ମୁଁୟ୍ ଦଃର୍ମିମଃନ୍କେ କୁଦୁକେ ନାସି, ମଃତର୍ ହାହିମଃନ୍କେ କୁଦୁକେ ଆସି ଆଚି ।”
ସେତାକ୍ ପାରୁସିମଃନ୍ ଆର୍ ଦଃର୍ମ୍ଗୁରୁମଃନ୍ ଇରି ଦଃକି କଃରି ଲିନ୍ଦା କଃରୁକେ ଦଃର୍ଲାୟ୍ ଆର୍ ଲିନ୍ଦା କଃରି କୟ୍ଲାୟ୍, “ଇ ଲକ୍ ହାହିମଃନାର୍ ସଃଙ୍ଗ୍ ମିସୁଲା ଆର୍ ସେମଃନାର୍ ସଃଙ୍ଗ୍ କାଉଁଲା !”
“ତୁମାର୍ ବିତ୍ରେ ଇରଃକମ୍ କୁୟ୍ ଲକ୍ ଆଚେ ଜେ, ତାର୍ ଜଦି ହାଁଚ୍କଳି ମେଣ୍ଡା ରେତି, ଆର୍ ସେମଃନାର୍ ବିତ୍ରେ ଗଟେକ୍ ଆଜେଦ୍, ତଃବେ ସେ ଲକ୍ ଗଟେକ୍ଉଣା ହାଁଚ୍କଳି ମେଣ୍ଡାକ୍ ହଃଦାୟ୍ ଚାଡିକଃରି, ସେ ଆଜିରିଲା ମେଣ୍ଡାକ୍ ମିଳାଉତା ହଃତେକ୍ ତାକେ କାୟ୍ ନଃଲଳେ ?
ଜିସୁ ଆରେକ୍ ଇତାର୍ ସଃଙ୍ଗ୍ ଦୁୟ୍ତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍ ?” ସିମନ୍ ତାକ୍ କୟ୍ଲା, “ହେଁ ମାପ୍ରୁ, ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନାର୍ ଜଃତୁନ୍ କଃର୍ ।”
ସେମଃନ୍ ସେରି ସୁଣି ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ । ଆରେକ୍ ତାକେ କୟ୍ଲାୟ୍, “ଏ ବାୟ୍ ପାଉଲ୍ ଜିଉଦିମଃନାର୍ ବିତ୍ରେ ଜେ କଃତି ଅଃଜାର୍ ବିସ୍ୱାସି ଆଚ୍ତି, ଇରି ତୁୟ୍ ଦଃକୁଲିସ୍, ସଃବୁ ଲକ୍ ମସାର୍ ବିଦିକେ ମାନୁକେ ଦଃରିବଃସ୍ତାର୍ମଃନ୍ ।