3 ହଃତି ଦିନ୍ ଅଃମାର୍ ଲଳା ରିଲା କାଦି ଦେ ।
3 ସ୍ବୁଦିନ୍ ଅମାର୍ ଦ୍ର୍କାର୍ ରିଲା କାଦି ଆମୁକେ ଦିଆ।
ଆଜି ଅଃମିମଃନ୍କ୍ ଲଳା ରିଲା କାଦି ଦେ ।
ବଃଲେକ୍ କାଲିର୍ ଗିନେ ଚିତା କଃରାନାୟ୍, କାୟ୍ତାକ୍ବଃଲେକ୍ କାଲି ନିଜେ ନିଜାର୍ ଗିନେ ଚିତା କଃରାସ୍ । ଆଜିର୍ କଃସ୍ଟ୍ ଆଜିର୍ ଗିନେ ସଃରି ।”
ତେସଲନିକି ତଃୟ୍ ରେତା ଜିଉଦିମଃନ୍ ହୁଣି ଇମଃନ୍ କଲାମଃନାର୍ ରିଲାୟ୍, ଇମଃନ୍ ବଃଡେ ସଃର୍ଦାୟ୍ ମାପ୍ରୁର୍ କଃତା ସୁଣ୍ଲାୟ୍, ଆରେକ୍ ଇ ସଃବୁ ସଃତ୍ କି ନାୟ୍ ଜାଣୁକେ ହଃତିଦିନ୍ ଦଃର୍ମ୍ ସାସ୍ତର୍ ହଳ୍ତି ରିଲାୟ୍ ।